Home ଜିଲ୍ଲା ପରିକ୍ରମା ସଉଦା କରିବାକୁ ଯାଇ ଘରକୁ ଫେରି ନାହାନ୍ତି ରବିନ୍ଦ୍ର

ସଉଦା କରିବାକୁ ଯାଇ ଘରକୁ ଫେରି ନାହାନ୍ତି ରବିନ୍ଦ୍ର

37

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକ ଆଗରପଡ଼ା ଥାନା ଅଧିନ ଗୋପିନାଥପୁର ଗ୍ରା.ପ ତାଜିପୁର ଗ୍ରାମର ରବିନ୍ଦ୍ର କଟୁଆଳ(୬୭)ଗତ ୧୨ତାରିଖ ଦିନ ଆଗରପଡ଼ା ବଜାରକୁ ସଉଦା କରିବାକୁ ଆସି ଆଉ ଘରକୁ ଫେରି ନାହାନ୍ତି । ଘର ଲୋକ ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟଙ୍କ ଘରେ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ପାରିନାହିଁ । ବୃଦ୍ଧାଙ୍କ ଫେରିବା ବାଟକୁ ଚାହିଁ ପରିବାର ଲୋକେ ନାନା ଅଶଙ୍କା ଭିତରେ କାଳାତିପାତ କରୁଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଥିବାରୁ ପୁଅ ଗୋପାଳକୃଷ୍ଣ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେ ଯିବା ବେଳେ ପାଞ୍ଚି ଓ ନାଲି ଗାମୁଛା ପିନ୍ଧି ଥିଲେ । ଏନେଇ ଥାନାରେ ନିଖୋଜ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.