Home କେନ୍ଦୁଝର ଶୈଳବାଳା ଫାଉଣ୍ଡେସନ ପକ୍ଷରୁ ଶୋକସଭା

ଶୈଳବାଳା ଫାଉଣ୍ଡେସନ ପକ୍ଷରୁ ଶୋକସଭା

46

ହାଟଡିହି, ୨୫ । ୯ (ଓଡିଆପୁଅ / ବିକାଶ ବିଶ୍ୱାଳ) ଶୈଳବାଳା ଫାଉଣ୍ଡେସନ କେନ୍ଦୁଝର ତରଫରୁ ସମସ୍ତଙ୍କୁ ଶୋକସାଗରରେ ଭଷାଇ ଦେଇ ଯାଇଥିବା ଓଟିଭିର ମୁଖ୍ୟ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଫାଉଣ୍ଡେସନର ବିକାଶ ମହାରଣା, ରାଜୀବ ନାୟକ, ଜଗନ୍ନାଥ ସାହୁ, ବିକ୍ରମ ପ୍ରଧାନ, ପୁର୍ଣ୍ଣଚନ୍ଦ୍ର ସାହୁ, ପ୍ରଭାତ ପାତ୍ର ପ୍ରମୁଖ ଯୋଗଦେଇ ତାଙ୍କର ବୀରତ୍ୱର ଗୁଣଗାନ କରିବା ସହ ତାଙ୍କର ଏପରି ଅକାଳ ବିୟୋଗରେ ସେମାନେ ମର୍ମାହତ ବୋଲି ମତବ୍ୟକ୍ତ କରିବାସହିତ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରି ଅଶୃଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.