Home ଓଡ଼ିଶା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୩ ରେଳ କର୍ମଚାରୀଙ୍କ ମୃତ୍ୟୁ

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୩ ରେଳ କର୍ମଚାରୀଙ୍କ ମୃତ୍ୟୁ

635

ଛତିଶଗଡ,୨୪/୦୯,(ଓଡ଼ିଆ ପୁଅ ପି ନାଏକ): ଛତିଶଗଡ଼ରେ ଏକ ଅଭାବନୀୟ ଘଟଣା ଘଟିଛି । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ତିନିଜଣ ରେଳ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ଛତିଶଗଡ଼ର ପତକଲବେଡ଼ା ନିକଟରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ଲଗାଇଥିଲେ । ତେବେ ରେଳ କର୍ମଚାରୀ ରେଳ ଲାଇନ ମରାମତି ପାଇଁ ଯାଉଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା ।

ଏନଆରସି ଭୟରେ ମରିଗଲେ ୬ ଜଣ!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.