ଏନଆରସି ଭୟରେ ମରିଗଲେ ୬ ଜଣ!

ନୂଆଦିଲ୍ଲୀ: ଆସାମରେ ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜନ (ଏନଆରସି) ଲାଗୁ ହେବା ପରେ ଏବେ ଏହା ସାରା ଦେଶରେ ଲାଗୁ କରିବାକୁ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।ତେବେ ପଶ୍ଚିମବଙ୍ଗରେ କୌଣସି ପରିସ୍ଥିତିରେ ଏନଆରସି ଲାଗୁ କରାଇ ଦେବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।ମମତା କହିଛନ୍ତି କେବଳ ଏନଆରସି ଲାଗୁ ହେବା ଭୟରେ ପଶ୍ଚିମବଙ୍ଗରେ ୬ ଜଣଙ୍କର ମୃତ୍ୟୁ ହୋଇ ଯାଇଛି।ବିଜେପି ଦେଶରେ ଭୟର ବାତାବରଣ ସୃଷ୍ଟି କରାଉଛି।ଲୋକତନ୍ତ୍ର ଆଉ କେଉଁଠି ନାହିଁ, ଯାହା … Continue reading ଏନଆରସି ଭୟରେ ମରିଗଲେ ୬ ଜଣ!