Home ଓଡ଼ିଶା ଲୁଣାନଦୀର ଦୁଧିଆମୁହଁ କୂଳରେ ଏକ ଅଜଣା ଲୋକର ଶବ

ଲୁଣାନଦୀର ଦୁଧିଆମୁହଁ କୂଳରେ ଏକ ଅଜଣା ଲୋକର ଶବ

148

କେନ୍ଦ୍ରାପଡା ୬/୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ନିକଟ ଲୁଣାନଦୀର ଦୁଧିଆମୁହଁ କୂଳରେ ଏକ ଅଜଣା ଲୋକର ଶବ ଲାଗିଥିବା ଦେଖିବାକୁ ମିଳିଛି। ସଦର ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ଶବକୁ ନଦୀରୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମୃତକର ପରିଚୟ ମିଳିପାରି ନଥିବା ସଦର ଥାନା ସୁତ୍ରରୁ ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.