Home ଓଡ଼ିଶା ରୋଟାରୀ କ୍ଲବ ଅଫ୍ ଶ୍ରୀଜଗନ୍ନାଥଧାମ ତରଫରୁ ଶ୍ରୀଜଗନ୍ନାଥ ମନ୍ଦିର ଚାରି ଦ୍ବାରରେ ୪ ଗୋଟି ଷ୍ଟାଣ୍ଡିଙ୍ଗ...

ରୋଟାରୀ କ୍ଲବ ଅଫ୍ ଶ୍ରୀଜଗନ୍ନାଥଧାମ ତରଫରୁ ଶ୍ରୀଜଗନ୍ନାଥ ମନ୍ଦିର ଚାରି ଦ୍ବାରରେ ୪ ଗୋଟି ଷ୍ଟାଣ୍ଡିଙ୍ଗ ସାନିଟାଇଜର ଯନ୍ତ୍ର ପ୍ରଦାନ

156

ନୂଆ ଦିଲ୍ଲୀ ୨୭-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରୋଟାରୀ କ୍ଲବ ଅଫ୍ ଶ୍ରୀଜଗନ୍ନାଥଧାମ ତରଫରୁ ଶ୍ରୀଜଗନ୍ନାଥ ମନ୍ଦିର ଚାରି ଦ୍ବାରରେ ୪ ଗୋଟି ଷ୍ଟାଣ୍ଡିଙ୍ଗ ସାନିଟାଇଜର ଯନ୍ତ୍ର ଯୋଗାଇ ଦିଆଯାଇଛି। ମନ୍ଦିର ଭିତରକୁ ଯିବାବେଳେ ବିନା ସ୍ପର୍ଶ ରେ ହାତରେ ସାନିଟାଇଜର ଲଗାଇବାର ସୁବିଧା କରାଯାଇଅଛି।

ଏ ଅବସରରେ କ୍ଲବ ସଭାପତି ରୋ.ପ୍ରଦୀପ କୁମାର ନାୟକ, ପ୍ରାକ୍ତନ ସଭାପତି ସୌମେନ୍ଦ୍ର ମୁଦଲି, ରବି ସାହୁ,ରୋ. ରବି ପୂଜାପଣ୍ତା,ରୋ. ଲକ୍ଷ୍ମୀଧର ଖୁଣ୍ଟିଆ ଏବଂ ଯୁବ ରୋଟାରୀ ସଦସ୍ୟ ଲଗ୍ନଜିତ୍ ଓ ଶଶି ସମେତ ମନ୍ଦିର କମାଣ୍ତର ଶ୍ରୀ ରବି ମିଶ୍ର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କ ସହ କେତେକ ମନ୍ଦିର କର୍ମଚାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.