Home ଓଡ଼ିଶା ରେଲୱରେ ସେଗ୍ ୱେ ସ୍କୁଟରରେ ଆରପିଏଫ ପେଟ୍ରୋଲିଂ କରିବେ

ରେଲୱରେ ସେଗ୍ ୱେ ସ୍କୁଟରରେ ଆରପିଏଫ ପେଟ୍ରୋଲିଂ କରିବେ

310

ଭୁବନେଶ୍ୱର୧୯ା୧୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପୂର୍ବତଟ ରେଲୱ ପକ୍ଷରୁ ଷ୍ଟେସନ୍ ରେ ପେଟ୍ରୋଲିଂ କୁ କଢାକଢି କରାଯାଇ ଯାତ୍ରୀମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ରେଲୱେ ପକ୍ଷରୁ ସେଗ୍ ୱେ ବ୍ୟବସ୍ଥା ଅରମ୍ଭ କରାଯାଇଥିବା ଦେଖିବାକୁ ମିଳିଛି । (ସେଗ୍ ୱେ) ଦୁଇ ଚକିଆ ସ୍କୁଟର ମାଧ୍ୟମରେ ରେଲୱ ସୁରକ୍ଷା ବଳ(ଆରପିଏଫ) କର୍ମଚାରୀ ମାନେ ଷ୍ଟେସନରେ ପେଟ୍ରୋଲିଂ କରିବେ ବୋଲି ସୁଚନା ମିଳିଛି । ପ୍ରାଥମିକ ପର୍ଯ୍ୟାୟରେ ପୂର୍ବତଟ ରେଳପଥ ପକ୍ଷରୁ ୬ଟି ସେଗ୍ ୱେ ସ୍କୁଟର ଯୋଗାଇ ଦିଆଯାଇଛି। ସେଥିରୁ ଭୁବନେଶ୍ଵର, କଟକ ଏବଂ ପୁରୀ ଷ୍ଟେଶନରେ ୨ଟି ଲେଖାଏ ସ୍କୁଟର ରହିବ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.