Home ଓଡ଼ିଶା ଝାରସୁଗୁଡା ବିମାନ ବନ୍ଦରରୁ ମାଲ୍ ପରିବହନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର

ଝାରସୁଗୁଡା ବିମାନ ବନ୍ଦରରୁ ମାଲ୍ ପରିବହନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର

174

ଝାରସୁଗୁଡା ୧୯ା୧୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ)  ଝାରସୁଗୁଡାରେ ଆରମ୍ଭ ହୋଇଥିବା ବିମାନ ବନ୍ଦରରୁ ମାଲ୍ ପରିବହନ କରିବାକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିବା ସୁଚନା ମିଳିଛି । ଝାରସୁଗୁଡ଼ା ବିମାନବନ୍ଦର କେବଳ ଓଡ଼ିଶା ନୁହେଁ ବରଂ ଛତିଶଗଡ଼ ଓ ଝାଡ଼ଖଣ୍ଡର ଉତ୍ତରାଂଚଳ ପାଇଁ ଏହା ଅତି ଗୁରୁତ୍ୱପୂର୍ଣ୍ଣ। ହୀରାକୁଦ ଡ୍ୟାମ ଅଞ୍ଚଳର ଉତ୍ପାଦିତ ହେଉଥିବା କୃଷି ଉତ୍ପାଦନ ବିକ୍ରିରେ ଏହା ସହାୟକ ହେବ ହୋଲି ଚିଠି ମାଧ୍ୟମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନ  ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.