Home ଅପରାଧ ରାସ୍ତା ଦୁର୍ଘଟଣାରେ ଜଣେ ମୃତ

ରାସ୍ତା ଦୁର୍ଘଟଣାରେ ଜଣେ ମୃତ

171

ଜଗତସିଂହପୁର୧୩ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଟକ- ପାରାଦୀପ ରାଜରାସ୍ତାରେ ଆଜି ଏକ ଦୃର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ଜଗତସିଂହପୁର ସିଙ୍ଗିଟାଳି ଛକରେ କୁଜଙ୍ଗ ହଷିଣା ଗ୍ରାମର ବନମାଳି ସୁତାର ଦୃର୍ଘଟରାରେ ପ୍ରାଣହରାଇଥିବା ପୁଲିସ ନିକଟରୁ ସୁଚନା ମିଳିଛି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.