Home ଅପରାଧ  ନକଲି ଡାକ୍ତର ଗିରଫ

 ନକଲି ଡାକ୍ତର ଗିରଫ

348

ସୁନ୍ଦରଗଡ୧୩ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ନିଜକୁ ଜଣେ ଡାକ୍ତର ଭାବେ ପରିଚୟ ଦେଇ ସୁନ୍ଦରଗଡ ଜିଲ୍ଲାର ରାଣିବଗିଚା ଛକରେ ଦିର୍ଘଦିନ ହେଲା ନକଲି ଡାକ୍ତର ଗିରଫ ହୋଇଥିବା ସୁଚନା ମିଳିଛି । ନକଲି ଡାକ୍ତର ପଦ୍ମନାଭ ମୁଖୀ କାରୁଆଙ୍କୁ ଆଜି ରାଣିବଗିଚା ଛକରୁ ସୁନ୍ଦରଗଡ ଟାଉନ୍ ପୁଲିସ କରିଛି ।ଜାଲ ସାର୍ଟିଫିକେଟ ଦେଇ ନୂଆଗାଁ ଡାକ୍ତରଖାନାରେ ୩ ବର୍ଷ ହେଲା କରୁଥିଲେ ଚାକିରି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.