Home ଓଡ଼ିଶା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଆଗାମୀ ୩ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚିତ

ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଆଗାମୀ ୩ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚିତ

56

ଭୁବନେଶ୍ୱର ୦୨/୦୯ (ଓଡ଼ିଆ ପୁଅ) : ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ୨୮ ତମ ରାଜ୍ୟସ୍ତରୀୟ ସମ୍ମିଳନୀ ଆଗାମୀ ୩ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ହୋଇଛି। ଏହି ନିର୍ବାଚନରେ ଆଗାମୀ ୩ ବର୍ଷ ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି, ରାଜ୍ୟ ସଭାପତି ତଥା ପ୍ରାକ୍ତନ ସାଂସଦ ଡଃ ରାମଚନ୍ଦ୍ର ଖୁଂଟିଆ, କାର୍ଯ୍ୟକାରୀ ସଭାପତି-ଘନଶ୍ୟାମ ଜେନା, ସାଧାରଣ ସଂପାଦକ- କିଶୋର ଜେନା, ପ୍ରଶାନ୍ତ ବେହେରା, ସୌଭାଗ୍ୟ ପ୍ରଧାନ, ଉପସଭାପତି- ମଦନ ମୋହନ ଧଳ, ବନଲତା ମିଶ୍ର, ସଂନ୍ଧ୍ୟା ମହାପାତ୍ର, ଶ୍ୟାମ ସୁନ୍ଦର ମହାପାତ୍ର, ପ୍ରଶାନ୍ତ ମହାପାତ୍ର, ବିଦ୍ୟାଧର ମହାନ୍ତି, ପରେଶ ଜେନା, କୋଷାଧ୍ୟକ୍ଷ- ଧରଣୀଧର ସ୍ୱାଇଁ, ଯୁଗ୍ମ ସାଧାରଣ ସଂପାଦକ – ନିର୍ମାଲ ସାମଲ, ଅକ୍ଷୟ କୁମାର ତ୍ରିପାଠୀ, ସତ୍ୟବ୍ରତ ନାୟକ, ସଂପାଦକ-ଏସ୍‌.ଏନ୍‌. ସାହୁ, କ୍ଷୀରୋଧ ଓଝା, ପ୍ରଣତୀ ମିଶ୍ର, ଚାରୁଲତା ଦାସ, ପିତବାସ ପଣ୍ଡା, ପି.କେ. ଦାସ, ବୈଭବ ଜେନା, ଶିବାଜୀ କଂଅର, ଯୁଗ୍ମ ସଂପାଦକ- ବି.ସି. ପାଣିଗ୍ରାହୀ, ଭୁବନ ବିହାରୀ ସାହୁ, ଏସ୍‌. କେ. ଜେନା, ଏନ୍‌.ସି. ପହି, ମୁନା ଖାଁ, ଜଗବନ୍ଧୁ ପ୍ରଧାନ, ସୁଜୀତ୍ କୁମାର ସେଠ୍‌, ବିମଳ ନାୟକ, ବିଶ୍ୱନାଥ ଖୁଂଟିଆ, ଘନ ସବର, ଯୁଗ୍ମ ସଂପାଦକ – ଯବାମଣୀ ଟୁଡ଼ୁ, ବୀଣାପାଣି ସାମଲ, ଶ୍ରୀଧର ଚୌଧୁରୀ, ସୁକୁମାର ଦେଓ, ପ୍ରକାଶ ଚନ୍ଦ୍ର ପହି, ଅକ୍ଷୟ ସ୍ୱାଇଁ, ସୁରେଶ ବେହେରା, ବିପ୍ଲବ ଚୌଧୁରୀ, ମୁକ୍ତାର ଖାଁ ପ୍ରମୁଖ ସମେତ କାର୍ଯ୍ୟକାରୀ କମିଟି ୩୬ ଜଣ ଓ ସ୍ଥାୟୀ ସଦସ୍ୟ ଭାବରେ ୨୮ ଜଣ ନିର୍ବାଚିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.