Home Coronavirus Outbreak ରାଜ୍ୟରେ ଆଜି ୯୨୫ ନୂଆ ଆକ୍ରାନ୍ତ ଚିହ୍ନଟ, ୨୨ ମୃତ୍ୟୁ

ରାଜ୍ୟରେ ଆଜି ୯୨୫ ନୂଆ ଆକ୍ରାନ୍ତ ଚିହ୍ନଟ, ୨୨ ମୃତ୍ୟୁ

64

ରାଜ୍ୟରେ ଆଜି ୯୨୫ ନୂଆ ଆକ୍ରାନ୍ତ ଚିହ୍ନଟ, ୨୨ ମୃତ୍ୟୁ
ଭୁବନେଶ୍ୱର ୧୫ -୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୯୨୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ

ନୂଆ ଆକ୍ରାନ୍ତ: ୯୨୫
୦-୧୮ ବର୍ଷର : ୨୦୩
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୫୪୨
– ସ୍ଥାନୀୟ ଅଞ୍ଚଳରୁ୩୮୩

୧- ଅନୁଗୁଳ ଜିଲ୍ଲାରୁ – ୪୪
୨- ବାଲେଶ୍ୱର ଜିଲ୍ଲାରୁ – ୨୨
୩- ବରଗଡ଼ ଜିଲ୍ଲାରୁ – ୧୩
୪- ଭଦ୍ରକ ଜିଲ୍ଲାରୁ – ୧୬
୫- ବଲାଙ୍ଗୀର ଜିଲ୍ଲାରୁ – ୨
୬- ବୌଦ୍ଦ ଜିଲ୍ଲାରୁ – ୨୩
୭- କଟକ ଜିଲ୍ଲାରୁ – ୫୨
୮- ଦେବଗଡ଼ ଜିଲ୍ଲାରୁ – ୧୭
୯- ଢେଙ୍କାନାଳ ଜିଲ୍ଲାରୁ – ୧୫
୧୦- ଗଜପତି ଜିଲ୍ଲାରୁ – ୩୮
୧୧- ଗଞ୍ଜାମ ଜିଲ୍ଲାରୁ – ୨୬
୧୨- ଜଗତସିଂହପୁର ଜିଲ୍ଲାରୁ – ୫୦
୧୩- ଯାଜପୁର ଜିଲ୍ଲାରୁ – ୪୭
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨୪
୧୫- କଳାହାଣ୍ଡି ଜିଲ୍ଲାରୁ – ୧୦
୧୬- କନ୍ଧମାଳ ଜିଲ୍ଲାରୁ – ୫
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୩୪
୧୮- କେନ୍ଦୁଝର ଜିଲ୍ଲାରୁ – ୨୦
୧୯- ଖୋର୍ଦ୍ଧାରୁ : ୧୫୯
୨୦- କୋରାପୁଟ ଜିଲ୍ଲାରୁ – ୪୬
୨୧- ମାଲକାନଗିରି : ୬
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୩୧
୨୩- ନବରଙ୍ଗପୁର ଜିଲ୍ଲାରେ: ୬
୨୪- ନୟାଗଡ଼ ଜିଲ୍ଲାରୁ – ୨୧
୨୫- ନୂଆପଡ଼ା ଜିଲ୍ଲାରୁ – ୮
୨୬- ପୁରୀ ଜିଲ୍ଲାରୁ – ୧୩
୨୭- ରାୟଗଡ଼ା ଜିଲ୍ଲାରୁ – ୧୮
୨୮- ସମ୍ବଲପୁର ଜିଲ୍ଲାରୁ – ୨୯
୨୯- ସୋନପୁର ଜିଲ୍ଲାରୁ – ୧୮
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୮୮
୩୧- State Pool: ୨୪
– ନୂଆ ସୁସ୍ଥ ହୋଇଥିଲେ୧୯୫୬
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୨୮୫୩୩୬୪୬
– ମୋଟ ଆକ୍ରାନ୍ତ ୧୨୭୯୦୪୬
– ମୋଟ ସୁସ୍ଛ ହୋଲେଣି ୧୨୫୯୭୯୬
– ସକ୍ରୀୟ ଆକ୍ରାନ୍ତ – ୧୦୨୭୧୧୧

ରାଜ୍ୟରେ ଆଜି କରୋନା ନେଲା ୨୨ ଜୀବନ, ମୋଟ ମୃତକଙ୍କ ସଂଖ୍ୟା ୮,୯୨୬ କୁ ବୃଦ୍ଧି ହୋଇଛି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ

୧. ବାଲେଶ୍ୱର ଜିଲ୍ଲାର ୬୫ ବର୍ଷ ବୟସ୍କ ପୁରୁଷ।

୨. ବାଲେଶ୍ୱର ଜିଲ୍ଲାର ୩୨ ବର୍ଷ ବୟସ୍କ ପୁରୁଷ।

୩. ବାଲେଶ୍ୱର ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କା ମହିଳା ଯିଏକି ମଧୁମେହ ରୋଗରେ ପୀଡିତ ଥିଲେ।

୪. ବାଲେଶ୍ୱର ଜିଲ୍ଲାର ଜଣେ ୯୩ ବର୍ଷ ବୟସ୍କା ମହିଳା ଯିଏ କି କ୍ରନିକ୍ କିଡନୀ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୫. ବାଲେଶ୍ୱର ଜିଲ୍ଲାର ଜଣେ ୬୪ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୬. ବାଲେଶ୍ୱର ଜିଲ୍ଲାର ଜଣେ ୭୩ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୭. ଭଦ୍ରକ୍ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା।

୮. ଭୁବନେଶ୍ୱରର ଜଣେ ୭୬ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୯. ଭୁବନେଶ୍ୱରର ଜଣେ ୯୨ ବର୍ଷ ବୟସ୍କ ପୁରୁଷ।

୧୦. କଟକ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୧୧. କଟକ ଜିଲ୍ଲାର ଜଣେ ୭୬ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୧୨. କଟକ ଜିଲ୍ଲାର ଜଣେ ୭୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ ହାଇପୋଥାଇରଏଡିମ୍ ରୋଗରେ ପୀଡିତ ଥିଲେ।

୧୩. ଢେଙ୍କାନାଳ ଜିଲ୍ଲାର ଜଣେ ୭୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୪. ଢେଙ୍କାନାଳ ଜିଲ୍ଲାର ଜଣେ ୬୬ ବର୍ଷ ବୟସ୍କ ପୁରୁଷ।

୧୫. ଢେଙ୍କାନାଳ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୧୬. ଯାଜପୁର ଜିଲ୍ଲାର ଜଣେ ୩୮ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୧୭. ଖୋର୍ଦ୍ଧା ଜିଲ୍ଲାର ଜଣେ ୭୮ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୧୮. ଖୋର୍ଦ୍ଧା ଜିଲ୍ଲାର ଜଣେ ୮୨ ବର୍ଷ ବୟସ୍କ ପୁରୁଷ।

୧୯. ଖୋର୍ଦ୍ଧା ଜିଲ୍ଲାର ଜଣେ ୪୩ ବର୍ଷ ବୟସ୍କା ମହିଳା।

୨୦. ମୟୁରଭଞ୍ଜ ଜିଲ୍ଲାର ଜଣେ ୨୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୨୧. ମୟୁରଭଞ୍ଜ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ।

୨୨. ନୟାଗଡ଼ ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.