Home Coronavirus Outbreak ରାଜ୍ୟରେ ଆଜି କରୋନା ନେଲା ୨୨ ଜୀବନ, ମୋଟ ମୃତକଙ୍କ ସଂଖ୍ୟା ୮,୯୨୬ କୁ ବୃଦ୍ଧି

ରାଜ୍ୟରେ ଆଜି କରୋନା ନେଲା ୨୨ ଜୀବନ, ମୋଟ ମୃତକଙ୍କ ସଂଖ୍ୟା ୮,୯୨୬ କୁ ବୃଦ୍ଧି

55

ଭୁବନେଶ୍ୱର ୧୫ -୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୨୨ ଜୀବନ, ମୋଟ ମୃତକଙ୍କ ସଂଖ୍ୟା ୮,୯୨୬ କୁ ବୃଦ୍ଧି ହୋଇଛି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ

୧. ବାଲେଶ୍ୱର ଜିଲ୍ଲାର ୬୫ ବର୍ଷ ବୟସ୍କ ପୁରୁଷ।

୨. ବାଲେଶ୍ୱର ଜିଲ୍ଲାର ୩୨ ବର୍ଷ ବୟସ୍କ ପୁରୁଷ।

୩. ବାଲେଶ୍ୱର ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କା ମହିଳା ଯିଏକି ମଧୁମେହ ରୋଗରେ ପୀଡିତ ଥିଲେ।

୪. ବାଲେଶ୍ୱର ଜିଲ୍ଲାର ଜଣେ ୯୩ ବର୍ଷ ବୟସ୍କା ମହିଳା ଯିଏ କି କ୍ରନିକ୍ କିଡନୀ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୫. ବାଲେଶ୍ୱର ଜିଲ୍ଲାର ଜଣେ ୬୪ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୬. ବାଲେଶ୍ୱର ଜିଲ୍ଲାର ଜଣେ ୭୩ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୭. ଭଦ୍ରକ୍ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା।

୮. ଭୁବନେଶ୍ୱରର ଜଣେ ୭୬ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୯. ଭୁବନେଶ୍ୱରର ଜଣେ ୯୨ ବର୍ଷ ବୟସ୍କ ପୁରୁଷ।

୧୦. କଟକ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୧୧. କଟକ ଜିଲ୍ଲାର ଜଣେ ୭୬ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୧୨. କଟକ ଜିଲ୍ଲାର ଜଣେ ୭୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ ହାଇପୋଥାଇରଏଡିମ୍ ରୋଗରେ ପୀଡିତ ଥିଲେ।

୧୩. ଢେଙ୍କାନାଳ ଜିଲ୍ଲାର ଜଣେ ୭୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୪. ଢେଙ୍କାନାଳ ଜିଲ୍ଲାର ଜଣେ ୬୬ ବର୍ଷ ବୟସ୍କ ପୁରୁଷ।

୧୫. ଢେଙ୍କାନାଳ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୧୬. ଯାଜପୁର ଜିଲ୍ଲାର ଜଣେ ୩୮ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୧୭. ଖୋର୍ଦ୍ଧା ଜିଲ୍ଲାର ଜଣେ ୭୮ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୧୮. ଖୋର୍ଦ୍ଧା ଜିଲ୍ଲାର ଜଣେ ୮୨ ବର୍ଷ ବୟସ୍କ ପୁରୁଷ।

୧୯. ଖୋର୍ଦ୍ଧା ଜିଲ୍ଲାର ଜଣେ ୪୩ ବର୍ଷ ବୟସ୍କା ମହିଳା।

୨୦. ମୟୁରଭଞ୍ଜ ଜିଲ୍ଲାର ଜଣେ ୨୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୨୧. ମୟୁରଭଞ୍ଜ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ।

୨୨. ନୟାଗଡ଼ ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.