Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨୭,୪୦୯ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨୭,୪୦୯ ନୂଆ ଆକ୍ରାନ୍ତ ଚିହ୍ନଟ, ୩୪୭ ମୃତ

26

ନୂଆ ଦିଲ୍ଲୀ ୧୫-୨ (ଓଡ଼ିଆ ପୁଅ) ଦେଶରେ ପୁଣି କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨୭,୪୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪,୨୩,୧୨୭ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୯୯% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୧୭,୬୦,୪୫୮ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୮୨,୮୧୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୮୨% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୬,୯୨,୯୪୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୫୫,୭୫୫ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୪୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୦୯,୩୫୮ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୯୯%

ଆରୋଗ୍ୟ ହୋଇଛନ୍ତି ୯୭.୮୨%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୭୩, ୪୨, ୬୨, ୪୪୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୪୪, ୬୮, ୩୬୫

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୫, ୩୦, ୩୩, ୩୦୨ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୨, ୨୯, ୫୩୬

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୧୭ ୯୭୩୫ ୧୦ ୧୨୯
ଆନ୍ଧ୍ରପ୍ରଦେଶ ୧୪୭୨୬ ୨୨୮୩୭୮୮ ୪୬୩୬ ୧୪୬୯୮
ଅରୁଣାଚଳ ପ୍ରଦେଶ ୫୩୯ ୬୩୨୩୩ ୧୫୨ ୨୯୪
ଆସାମ ୩୬୩୯ ୭୧୩୪୪୪ ୪୦୦ ୬୬୧୦
ବିହାର ୧୨୨୪ ୮୧୫୫୭୪ ୧୪୯ ୧୨୨୫୨
ଚଣ୍ଡିଗଡ଼ ୫୫୮ ୮୯୬୫୮ ୯୫ ୧୧୫୩
ଛତିଶଗଡ ୬୩୯୪ ୧୧୨୬୪୩୯ ୨୦୮୧ ୧୪୦୧୧
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୨୮ ୧୧୩୯୮
ଦିଲ୍ଲୀ ୩୪୧୬ ୧୮୨୨୪୧୪ ୧୦୯୨ ୨୬୦୭୬
୧୦ ଗୋଆ ୨୧୪୧ ୨୩୮୨୮୭ ୨୨୧ ୩୭୭୪
୧୧ ଗୁଜୁରାଟ ୧୨୬୬୭ ୧୧୯୨୮୪୧ ୨୫୭୦ ୧୦୮୨୨ ୧୪
୧୨ ହରିୟାଣା ୫୮୪୭ ୯୫୭୯୩୪ ୧୪୭୨ ୧୦୪୯୨
୧୩ ହିମାଚଳ ପ୍ରଦେଶ ୩୪୧୬ ୨୭୩୧୪୯ ୭୭୧ ୪୦୮୩
୧୪ ଜାମ୍ମୁ କାଶ୍ମୀର ୪୯୦୩ ୪୪୧୩୬୮ ୮୦୮ ୪୭୪୫
୧୫ ଝାଡଖଣ୍ଡ ୧୪୭୮ ୪୨୬୬୨୨ ୨୯୮ ୫୩୧୫
୧୬ କର୍ଣ୍ଣାଟକ ୩୧୨୪୯ ୩୮୫୭୩୨୩ ୬୦୨୫ ୩୯୬୬୫ ୨୫
୧୭ କେରଳ ୧୪୫୧୫୮ ୬୨୦୮୮୩୭ ୨୪୭୫୭ ୬୨୩୭୭ ୧୭୮
୧୮ ଲଦାଖ ୫୨୨ ୨୬୭୮୭ ୭୩ ୨୨୭
୧୯ ଲକ୍ଷଦୀପ ୯୧ ୧୧୧୮୮ ୫୨
୨୦ ମଧ୍ୟପ୍ରଦେଶ ୧୬୯୨୯ ୧୦୦୦୦୨୫ ୪୫୫୫ ୧୦୬୯୭
୨୧ ମହାରାଷ୍ଟ୍ର ୪୦୪୨୨ ୭୬୬୧୦୭୭ ୧୧୪୦୮ ୧୪୩୪୧୬ ୧୨
୨୨ ମଣିପୁର ୨୨୦୯ ୧୩୧୬୩୭ ୧୫୧ ୨୦୮୪
୨୩ ମେଘାଳୟ ୭୧୬ ୯୦୭୩୭ ୫୯ ୧୫୬୩
୨୪ ମିଜୋରାମ ୧୧୮୭୮ ୧୮୬୫୦୪ ୧୯୮୮ ୬୩୭
୨୫ ନାଗାଲାଣ୍ଡ ୪୩୪ ୩୪୦୪୯ ୭୦ ୭୫୨
୨୬ ଓଡ଼ିଶା ୯୪୨୧ ୧୨୫୯୭୯୬ ୧୯୫୬ ୮୯୦୪ ୨୦
୨୭ ପୁଡୁଚେରୀ ୧୦୨୯ ୧୬୨୩୦୮ ୩୧୯ ୧୯୫୮
୨୮ ପଞ୍ଜାବ ୩୪୮୦ ୭୩୪୭୬୮ ୭୬୯ ୧୭୬୧୦ ୧୪
୨୯ ରାଜସ୍ଥାନ ୧୮୯୮୨ ୧୨୩୮୪୩୪ ୩୧୭୮ ୯୪୬୯
୩୦ ସିକ୍କିମ୍ ୩୪୯ ୩୮୧୬୯ ୭୬ ୪୩୯
୩୧ ତାମିଲନାଡୁ ୩୫୯୫୧ ୩୩୬୪୦୧୩ ୭୩୬୫ ୩୭୯୩୨ ୧୭
୩୨ ତେଲେଙ୍ଗାନା ୯୯୦୮ ୭୭୦୦୪୭ ୨୩୮୭ ୪୧୦୭
୩୩ ତ୍ରିପୁରା ୧୫୧ ୯୯୭୩୩ ୧୫ ୯୧୯
୩୪ ଉତ୍ତରାଖଣ୍ଡ ୭୫୮୪ ୪୧୮୫୩୧ ୮୯ ୭୬୫୩
୩୫ ଉତ୍ତରପ୍ରଦେଶ ୧୩୯୪୫ ୨୦୨୨୦୫୬ ୧୫୦୧ ୨୩୩୯୯
୩୬ ପଶ୍ଚିମବଙ୍ଗ ୧୧୬୨୬ ୧୯୭୮୫୫୫ ୧୩୧୪ ୨୧୦୪୦ ୨୩
ମୋଟ ୪୨୩୧୨୭ ୪୧୭୬୦୪୫୮ ୮୨୮୧୭ ୫୦୯୩୫୮ ୩୪୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.