Home Coronavirus Outbreak ରାଜ୍ୟରେ ଆଜି ୫୨୧ ନୂଆ ଆକ୍ରାନ୍ତ, ୬ ମୃତ୍ୟୁ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ...

ରାଜ୍ୟରେ ଆଜି ୫୨୧ ନୂଆ ଆକ୍ରାନ୍ତ, ୬ ମୃତ୍ୟୁ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

75

ଭୁବନେଶ୍ୱର ୧୪ -୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୫୨୧ ନୂଆ ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?
ନୂଆ ଆକ୍ରାନ୍ତ: ୫୨୧
୦-୧୮ ବର୍ଷର : ୬୫
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୦୪
– ସ୍ଥାନୀୟ ଅଞ୍ଚଳରୁ୨୧୭
୧- ଅନୁଗୁଳ ଜିଲ୍ଲାରୁ – ୨
୨- ବାଲେଶ୍ୱର ଜିଲ୍ଲାରୁ – ୧୭
୩- ବରଗଡ଼ ଜିଲ୍ଲାରୁ – ୩
୪- ଭଦ୍ରକ ଜିଲ୍ଲାରୁ – ୩
୫- ବଲାଙ୍ଗୀର ଜିଲ୍ଲାରୁ – ୪
୬- ବୌଦ୍ଦ ଜିଲ୍ଲାରୁ – ୧
୭- କଟକ ଜିଲ୍ଲାରୁ – ୬୦
୮- ଢେଙ୍କାନାଳ ଜିଲ୍ଲାରୁ – ୨
୯- ଗଞ୍ଜାମ ଜିଲ୍ଲାରୁ – ୩
୧୦- ଜଗତସିଂହପୁର ଜିଲ୍ଲାରୁ – ୧୫
୧୧- ଯାଜପୁର ଜିଲ୍ଲାରୁ – ୯
୧୨- ଝାରସୁଗୁଡ଼ା ଜିଲ୍ଲାରୁ – ୨
୧୩- କଳାହାଣ୍ଡି ଜିଲ୍ଲାରୁ – ୩
୧୪- କନ୍ଧମାଳ ଜିଲ୍ଲାରୁ – ୧
୧୫- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୪
୧୬- କେନ୍ଦୁଝର ଜିଲ୍ଲାରୁ – ୪
୧୭- ଖୋର୍ଦ୍ଧାରୁ : ୨୪୯
୧୮- କୋରାପୁଟ ଜିଲ୍ଲାରୁ – ୬
୧୯- ମୟୁରଭଞ୍ଜ ଜିଲ୍ଲାରୁ – ୨୧
୨୦- ନୟାଗଡ଼ ଜିଲ୍ଲାରୁ – ୯
୨୧- ପୁରୀ ଜିଲ୍ଲାରୁ – ୧୩
୨୨- ରାୟଗଡ଼ା ଜିଲ୍ଲାରୁ – ୧
୨୩- ସମ୍ବଲପୁର ଜିଲ୍ଲାରୁ – ୯
୨୪- ସୋନପୁର ଜିଲ୍ଲାରୁ – ୧
୨୫- ସୁନ୍ଦରଗଡ଼ ଜିଲ୍ଲାରୁ – ୮
୨୬- State Pool: ୬୧
– ନୂଆ ସୁସ୍ଥ ହୋଇଥିଲେ୪୦୪
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୦୮୯୨୨୯୭
– ମୋଟ ଆକ୍ରାନ୍ତ ୧୦୩୩୮୦୯
– ମୋଟ ସୁସ୍ଛ ହୋଲେଣି ୧୦୨୦୧୬୮
– ସକ୍ରୀୟ ଆକ୍ରାନ୍ତ – ୫୩୧୪

ରାଜ୍ୟରେ ଆଜି କରୋନା ନେଲା ୬ ପ୍ରାଣ – ତେବେ ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୮୨୭୪ କୁ ବୃଦ୍ଧି ପାଇଛି।
୧. ଭଦ୍ରକ ଜିଲ୍ଲାର ୫୦ ବର୍ଷ ବୟସ୍କା ମହିଳା।
୨. ଭୁବନେଶ୍ୱରର ୪୯ ବର୍ଷ ବୟସ୍କ ପୁରୁଷ।
୩. ଭୁବନେଶ୍ୱରର ୮୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୪. କଟକ ଜିଲ୍ଲାର ୫୮ ବର୍ଷ ବୟସ୍କ ପୁରୁଷ।
୫. ଯାଜପୁର ଜିଲ୍ଲାର ୬୧ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ, ଆକ୍ୟୁଟ୍ କିଡନୀ ସଂକ୍ରମଣ ଏବଂ ମୂତ୍ରନଳୀ ସଂକ୍ରମଣରେ ମଧ୍ୟ ପୀଡିତ ଥିଲେ।
୬. ଖୋର୍ଦ୍ଧା ଜିଲ୍ଲାର ୫୮ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.