Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୯୮୭ ନୂଆ ଆକ୍ରାନ୍ତ ଚିହ୍ନଟ, ୨୪୬...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୯୮୭ ନୂଆ ଆକ୍ରାନ୍ତ ଚିହ୍ନଟ, ୨୪୬ ମୃତ

23

ନୂଆ ଦିଲ୍ଲୀ ୧୪-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୯୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨,୦୬,୫୮୬ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୬୧% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୩,୬୨,୭୦୯ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୯,୮୦୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୦୭% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୦,୨୦,୭୩୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୦୬୭ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୪୬ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୫୧,୪୩୫ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୬୧%

ଆରୋଗ୍ୟ ହୋଇଛନ୍ତି ୯୮.୦୭%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୯୬, ୮୨, ୨୦, ୯୯୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୫, ୬୬, ୩୪୭

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୮, ୭୬, ୬୪, ୫୨୫ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୩, ୦୧, ୦୮୩

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୯୯ ୧୨୯
ଆନ୍ଧ୍ରପ୍ରଦେଶ ୬୬୧୫ ୨୦୩୭୬୯୧ ୮୨୬ ୧୪୨୭୬
ଅରୁଣାଚଳ ପ୍ରଦେଶ ୨୨୪ ୫୪୪୫୦ ୨୪ ୨୮୦
ଆସାମ ୩୮୦୩ ୫୯୫୯୦୧ ୩୮୧ ୫୯୩୬
ବିହାର ୩୬ ୭୧୬୩୧୧ ୯୬୬୧
ଚଣ୍ଡିଗଡ଼ ୩୭ ୬୪୪୨୮ ୮୨୦
ଛତିଶଗଡ ୨୦୭ ୯୯୧୮୨୧ ୧୧ ୧୩୫୭୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୬୭
ଦିଲ୍ଲୀ ୩୩୮ ୧୪୧୩୮୫୬ ୫୮ ୨୫୦୮୯
୧୦ ଗୋଆ ୬୫୨ ୧୭୩୩୦୩ ୫୧ ୩୩୩୩
୧୧ ଗୁଜୁରାଟ ୧୯୫ ୮୧୫୯୨୯ ୨୦ ୧୦୦୮୬
୧୨ ହରିୟାଣା ୨୬୩ ୭୬୦୮୮୧ ୧୦ ୯୮୭୫
୧୩ ହିମାଚଳ ପ୍ରଦେଶ ୧୩୮୨ ୨୧୫୮୩୮ ୬୮ ୩୭୧୧
୧୪ ଜାମ୍ମୁ କାଶ୍ମୀର ୯୪୬ ୩୨୫୩୬୯ ୧୨୨ ୪୪୨୬
୧୫ ଝାଡଖଣ୍ଡ ୧୨୬ ୩୪୩୧୩୪ ୫୧୩୫
୧୬ କର୍ଣ୍ଣାଟକ ୯୬୫୦ ୨୯୩୪୫୨୩ ୪୩୮ ୩୭୯୧୬ ୧୦
୧୭ କେରଳ ୯୮୨୨୩ ୪୬୯୫୯୦୪ ୯୯୭୨ ୨୬୫୭୧ ୧୨୩
୧୮ ଲଦାଖ ୪୨ ୨୦୬୧୧ ୨୦୮
୧୯ ଲକ୍ଷଦୀପ ୧୦୩୧୨ ୫୧
୨୦ ମଧ୍ୟପ୍ରଦେଶ ୧୧୦ ୭୮୨୦୨୪ ୧୦୫୨୩
୨୧ ମହାରାଷ୍ଟ୍ର ୩୩୧୫୧ ୬୪୧୧୦୭୫ ୩୧୩୯ ୧୩୯୬୭୦ ୪୯
୨୨ ମଣିପୁର ୧୪୫୯ ୧୧୯୦୧୫ ୧୦୭ ୧୮୮୯
୨୩ ମେଘାଳୟ ୯୨୩ ୮୦୨୯୬ ୧୬୨ ୧୪୨୮
୨୪ ମିଜୋରାମ ୧୪୦୩୬ ୯୫୪୧୨ ୧୪୭୩ ୩୭୦
୨୫ ନାଗାଲାଣ୍ଡ ୨୩୮ ୩୦୫୯୬ ୨୪ ୬୭୩
୨୬ ଓଡ଼ିଶା ୪୮୫୨ ୧୦୨୦୧୬୮ ୪୦୪ ୮୨୬୮
୨୭ ପୁଡୁଚେରୀ ୬୫୧ ୧୨୪୭୧୦ ୨୪ ୧୮୪୯
୨୮ ପଞ୍ଜାବ ୨୨୩ ୫୮୫୧୮୩ ୧୬ ୧୬୫୩୨
୨୯ ରାଜସ୍ଥାନ ୩୬ ୯୪୫୩୮୪ ୮୯୫୪
୩୦ ସିକ୍କିମ୍ ୨୨୫ ୩୧୧୦୧ ୧୬ ୩୯୦
୩୧ ତାମିଲନାଡୁ ୧୫୬୫୦ ୨୬୩୦୬୫୪ ୧୪୫୩ ୩୫୮୩୩ ୧୯
୩୨ ତେଲେଙ୍ଗାନା ୪୨୧୧ ୬୬୦୩୦୫ ୧୬୨ ୩୯୩୪
୩୩ ତ୍ରିପୁରା ୧୧୮ ୮୩୩୫୭ ୮୧୬
୩୪ ଉତ୍ତରାଖଣ୍ଡ ୧୫୩ ୩୩୬୧୫୧ ୧୧ ୭୩୯୭
୩୫ ଉତ୍ତରପ୍ରଦେଶ ୧୩୯ ୧୬୮୬୯୬୦ ୧୫ ୨୨୮୯୭
୩୬ ପଶ୍ଚିମବଙ୍ଗ ୭୬୫୭ ୧୫୫୧୮୯୦ ୭୭୫ ୧୮୯୩୫ ୧୧
ମୋଟ ୨୦୬୫୮୬ ୩୩୩୬୨୭୦୯ ୧୯୮୦୮ ୪୫୧୪୩୫ ୨୪୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.