Home Top News ଆଜି (୧୪ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

ଆଜି (୧୪ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

48

ନୂଆ ଦିଲ୍ଲୀ ୧୪ -୧୦ (ଓଡ଼ିଆ ପୁଅ) ଦୁଇ ଦିନର ବ୍ରେକ୍‌ ପରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା ଆଜି ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ଆଜି ଡିଜେଲର ମୂଲ୍ୟ ୩୫ ରୁ ୩୭ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ଦିଲ୍ଲୀରେ ୩୫ ପଇସା ବୃଦ୍ଧି ପାଇଛି।

ଜାଣନ୍ତୁ ଆପଣଙ୍କ ସହରରେ ମୂଲ୍ୟ କେତେ?

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ପେଟ୍ରୋଲ ଏବଂ ଡିଜେଲ ଜର କ୍ରମରେ ମୁଖ୍ୟ ସହର ଗୁଡ଼ିକରେ ଏବଂ ଜିଲ୍ଲାରେ ଦର କେତେ?

ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୧୦୪.୭୯ ୧୦୪.୪୪ ୦.୩୫
କୋଲକାତା ୧୦୫.୪୩ ୧୦୫.୦୯ ୦.୩୪
ମୁମ୍ବାଇ ୧୧୦.୭୫ ୧୧୦.୪୧ ୦.୩୪
ଚେନ୍ନାଇ ୧୦୨.୧ ୧୦୧.୮୯ ୦.୨୧
ଗୁରୁଗାଓଁ ୧୦୨.୧ ୧୦୧.୭୫ ୦.୩୫
ନୋଏଡା ୧୦୧.୮୪ ୧୦୧.୭ ୦.୧୪
ବାଙ୍ଗାଲୋର ୧୦୮.୪୪ ୧୦୮.୦୮ ୦.୩୬
ଭୁବନେଶ୍ୱର ୧୦୬.୦୬ ୧୦୫.୩୫ ୦.୭୧
ଚଣ୍ଡିଗଡ଼ ୧୦୦.୮୬ ୧୦୦.୫୩ ୦.୩୩
ହାଇଦ୍ରାବାଦ ୧୦୯ ୧୦୮.୬୪ ୦.୩୬
ଜୟପୁର ୧୧୨.୦୬ ୧୧୧.୫୪ ୦.୫୨
ଲକ୍ଷ୍ନୌ ୧୦୧.୮୧ ୧୦୧.୪୭ ୦.୩୪
ପାଟନା ୧୦୮.୨୮ ୧୦୭.୬୪ ୦.୬୪
ତ୍ରୀଭେନ୍ଦ୍ରମ୍ ୧୦୬.୮୪ ୧୦୬.୬୯ ୦.୧୫
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୯୩.୫୨ ୯୩.୧୭ ୦.୩୫
କୋଲକାତା ୯୬.୬୩ ୯୬.୨୮ ୦.୩୫
ମୁମ୍ବାଇ ୧୦୧.୪ ୧୦୧.୦୩ ୦.୩୭
ଚେନ୍ନାଇ ୯୭.୯୩ ୯୭.୬୯ ୦.୨୪
ଗୁରୁଗାଓଁ ୯୩.୯୩ ୯୩.୫୭ ୦.୩୬
ନୋଏଡା ୯୩.୯୭ ୯୩.୮ ୦.୧୭
ବାଙ୍ଗାଲୋର ୯୯.୨୬ ୯୮.୮୯ ୦.୩୭
ଭୁବନେଶ୍ୱର ୧୦୨.୩୩ ୧୦୧.୬୨ ୦.୭୧
ଚଣ୍ଡିଗଡ଼ ୯୩.୨୪ ୯୨.୯ ୦.୩୪
ହାଇଦ୍ରାବାଦ ୧୦୨.୦୪ ୧୦୧.୬୬ ୦.୩୮
ଜୟପୁର ୧୦୩.୨ ୧୦୨.୬୯ ୦.୫୧
ଲକ୍ଷ୍ନୌ ୯୩.୯୬ ୯୩.୬୧ ୦.୩୫
ପାଟନା ୧୦୦.୨୯ ୯୯.୭୨ ୦.୫୭
ତ୍ରୀଭେନ୍ଦ୍ରମ୍ ୧୦୦.୩୭ ୧୦୦.୧୯ ୦.୧୮
ସହର/ଜିଲ୍ଲାର ନାମ ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୭.୧୫ ୧୦୭.୨୯ -୦.୧୪
ବାଲେଶ୍ୱର ୧୦୫.୯୪ ୧୦୫.୫୬ ୦.୩୮
ବରଗଡ ୧୦୭.୯୮ ୧୦୬.୩୨ ୧.୬୬
ଭଦ୍ରକ ୧୦୬.୪୨ ୧୦୫.୯ ୦.୫୨
ଭୁବନେଶ୍ୱର ୧୦୬.୦୬ ୧୦୫.୩୫ ୦.୭୧
ବଲାଙ୍ଗୀର ୧୦୮.୨୯ ୧୦୭.୪୫ ୦.୮୪
ବୌଦ୍ଧ ୧୦୭.୭୧ ୧୦୭.୩୫ ୦.୩୬
କଟକ ୧୦୬.୦୬ ୧୦୫.୭୧ ୦.୩୫
ଦେବଗଡ଼ ୧୦୬.୫୩ ୧୦୬.୧୭ ୦.୩୬
ଢେଙ୍କାନାଳ ୧୦୬.୮୩ ୧୦୫.୯୧ ୦.୯୨
ଗଜପତି ୧୦୮.୧୮ ୧୦୭.୮୩ ୦.୩୫
ଗଞ୍ଜାମ ୧୦୬.୯୭ ୧୦୬.୮୩ ୦.୧୪
ଜଗତସିଂହପୁର ୧୦୫.୨୨ ୧୦୪.୮୬ ୦.୩୬
ଯାଜପୁର ୧୦୬.୩୭ ୧୦୫.୫୪ ୦.୮୩
ଝାରସୁଗୁଡ଼ା ୧୦୫.୭୩ ୧୦୫.୭ ୦.୦୩
କଳାହାଣ୍ଡି ୧୦୯.୧୬ ୧୦୮.୦୬ ୧.୧
କନ୍ଧମାଳ ୧୦୭.୪୧ ୧୦୮.୧୨ -୦.୭୧
କେନ୍ଦ୍ରାପଡା ୧୦୫.୩୮ ୧୦୫.୦୨ ୦.୩୬
କେନ୍ଦୁଝର ୧୦୭.୭୬ ୧୦୭.୭୮ -୦.୦୨
ଖୋର୍ଦ୍ଧା ୧୦୬.୦୬ ୧୦୫.୩୫ ୦.୭୧
କୋରାପୁଟ ୧୧୦.୫୬ ୧୧୦.୧୧ ୦.୪୫
ମାଲକାନଗିରି ୧୧୧.୨୯ ୧୧୦.୯୪ ୦.୩୫
ମୟୁରଭଞ୍ଜ ୧୦୭.୫୧ ୧୦୫.୮ ୧.୭୧
ନବରଙ୍ଗପୁର ୧୧୦.୦୧ ୧୦୯.୬୬ ୦.୩୫
ନୟାଗଡ଼ ୧୦୬.୪୬ ୧୦୫.୮ ୦.୬୬
ନୂଆପଡ଼ା ୧୦୮.୬୮ ୧୦୮.୦୩ ୦.୬୫
ପୁରୀ ୧୦୫.୯ ୧୦୫.୬୩ ୦.୨୭
ରାୟଗଡ଼ା ୧୦୯.୫୪ ୧୦୯.୫ ୦.୦୪
ସମ୍ବଲପୁର ୧୦୫.୭୫ ୧୦୬.୦୨ -୦.୨୭
ସୋନପୁର ୧୦୭.୨୧ ୧୦୬.୭୧ ୦.୫
ସୁନ୍ଦରଗଡ ୧୦୬.୮୧ ୧୦୫.୪୯ ୧.୩୨
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୩.୩୯ ୧୦୩.୪୯ -୦.୧
ବାଲେଶ୍ୱର ୧୦୨.୨୪ ୧୦୧.୮୩ ୦.୪୧
ବରଗଡ ୧୦୪.୨୧ ୧୦୨.୫୭ ୧.୬୪
ଭଦ୍ରକ ୧୦୨.୭ ୧୦୨.୧୬ ୦.୫୪
ଭୁବନେଶ୍ୱର ୧୦୨.୩୩ ୧୦୧.୬୨ ୦.୭୧
ବଲାଙ୍ଗୀର ୧୦୪.୫୧ ୧୦୩.୬୬ ୦.୮୫
ବୌଦ୍ଧ ୧୦୩.୯୩ ୧୦୩.୫୪ ୦.୩୯
କଟକ ୧୦୨.୩୪ ୧୦୧.୯୬ ୦.୩୮
ଦେବଗଡ଼ ୧୦୨.୮୧ ୧୦୨.୪୩ ୦.୩୮
ଢେଙ୍କାନାଳ ୧୦୩.୦୮ ୧୦୨.୧୫ ୦.୯୩
ଗଜପତି ୧୦୪.୩୮ ୧୦୪ ୦.୩୮
ଗଞ୍ଜାମ ୧୦୩.୨୧ ୧୦୩.୦୪ ୦.୧୭
ଜଗତସିଂହପୁର ୧୦୧.୫୧ ୧୦୧.୧୨ ୦.୩୯
ଯାଜପୁର ୧୦୨.୬୧ ୧୦୧.୭୮ ୦.୮୩
ଝାରସୁଗୁଡ଼ା ୧୦୨.୦୪ ୧୦୧.୯୭ ୦.୦୭
କଳାହାଣ୍ଡି ୧୦୫.୩୫ ୧୦୪.୨୫ ୧.୧
କନ୍ଧମାଳ ୧୦୩.୬୪ ୧୦୪.୨୮ -୦.୬୪
କେନ୍ଦ୍ରାପଡା ୧୦୧.୬୬ ୧୦୧.୨୭ ୦.୩୯
କେନ୍ଦୁଝର ୧୦୩.୯୯ ୧୦୩.୯୪ ୦.୦୫
ଖୋର୍ଦ୍ଧା ୧୦୨.୩୩ ୧୦୧.୬୨ ୦.୭୧
କୋରାପୁଟ ୧୦୬.୬୯ ୧୦୬.୨୨ ୦.୪୭
ମାଲକାନଗିରି ୧୦୭.୪୧ ୧୦୭.୦୨ ୦.୩୯
ମୟୁରଭଞ୍ଜ ୧୦୩.୭୫ ୧୦୨.୦୭ ୧.୬୮
ନବରଙ୍ଗପୁର ୧୦୬.୧୭ ୧୦୫.୭୯ ୦.୩୮
ନୟାଗଡ଼ ୧୦୨.୭୩ ୧୦୨.୦୪ ୦.୬୯
ନୂଆପଡ଼ା ୧୦୪.୮୮ ୧୦୪.୨୨ ୦.୬୬
ପୁରୀ ୧୦୨.୧୮ ୧୦୧.୮୯ ୦.୨୯
ରାୟଗଡ଼ା ୧୦୫.୬୯ ୧୦୫.୬୧ ୦.୦୮
ସମ୍ବଲପୁର ୧୦୨.୦୬ ୧୦୨.୨୮ -୦.୨୨
ସୋନପୁର ୧୦୩.୪୭ ୧୦୨.୯୪ ୦.୫୩
ସୁନ୍ଦରଗଡ ୧୦୩.୦୯ ୧୦୧.୭୭ ୧.୩୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.