Home Coronavirus Outbreak ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୮୧୯ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ...

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୮୧୯ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୭୫୫୩୭କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

204

ଭୁବନେଶ୍ୱର ୨୨-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୮୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୭୫୫୩୭କୁ ବୃଦ୍ଧି ପାଇଛି।

– ୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ

–  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୪୪୩

– ନୂଆ ଆକ୍ରାନ୍ତ: ୨୮୧୯

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୬୯୧

– ସ୍ଥାନୀୟ ଅଞ୍ଚଳରୁ୧୧୨୮

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୨୩

୨- ବାଲେଶ୍ୱର ଜିଲ୍ଲାରୁ –  ୧୦୫

୩- ବରଗଡ଼ ଜିଲ୍ଲାରୁ –  ୧୩୬

୪- ଭଦ୍ରକ ଜିଲ୍ଲାରୁ –  ୭୭

୫- ବଲାଙ୍ଗୀର ଜିଲ୍ଲାରୁ –  ୫୬

୬- ବୌଦ୍ଦ ଜିଲ୍ଲାରୁ –  ୬

୭- କଟକ ଜିଲ୍ଲାରୁ –  ୨୫୭

୮- ଢେଙ୍କାନାଳ ଜିଲ୍ଲାରୁ –  ୧୦୦

୯- ଗଜପତି ଜିଲ୍ଲାରୁ –  ୬୨

୧୦- ଗଞ୍ଜାମ ଜିଲ୍ଲାରୁ –  ୧୯୨

୧୧- ଜଗତସିଂହପୁର ଜିଲ୍ଲାରୁ –  ୪୮

୧୨- ଯାଜପୁର ଜିଲ୍ଲାରୁ –  ୧୨୦

୧୩- ଝାରସୁଗୁଡ଼ା ଜିଲ୍ଲାରୁ –  ୬୩

୧୪- କଳାହାଣ୍ଡି ଜିଲ୍ଲାରୁ –  ୫୫

୧୫- କନ୍ଧମାଳ ଜିଲ୍ଲାରୁ –  ୪୪

୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୬୨

୧୭- କେନ୍ଦୁଝର ଜିଲ୍ଲାରୁ –  ୭

୧୮- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୪୪୩

୧୯- କୋରାପୁଟ ଜିଲ୍ଲାରୁ –  ୮୧

୨୦- ମାଲକାନଗିରି : ୮୩

୨୧- ମୟୁରଭଞ୍ଜ ଜିଲ୍ଲାରୁ –  ୨୧୯

୨୨- ନବରଙ୍ଗପୁର ଜିଲ୍ଲାରେ: ୪୩

୨୩- ନୟାଗଡ଼ ଜିଲ୍ଲାରୁ –  ୬୪

୨୪- ନୂଆପଡ଼ା ଜିଲ୍ଲାରୁ –  ୧

୨୫- ପୁରୀ ଜିଲ୍ଲାରୁ –  ୧୦୯

୨୬- ରାୟଗଡ଼ା ଜିଲ୍ଲାରୁ –  ୧୪୭

୨୭- ସମ୍ବଲପୁର ଜିଲ୍ଲାରୁ –  ୧୪୫

୨୮- ସୋନପୁର ଜିଲ୍ଲାରୁ –  ୧୪

୨୯- ସୁନ୍ଦରଗଡ଼ ଜିଲ୍ଲାରୁ –  ୫୭

– ନୂଆ ସୁସ୍ଥ ହୋଇଥିଲେ୧୯୨୭

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୨୩୩୮୦୫

– ମୋଟ ଆକ୍ରାନ୍ତ ୭୫୫୩୭

– ମୋଟ ସୁସ୍ଛ ହୋଲେଣି ୫୦୫୦୩

– ସକ୍ରୀୟ ଆକ୍ରାନ୍ତ –  ୨୪୫୮୨

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.