Home Coronavirus Outbreak ଦେଶରେ ୬୯, ୮୭୮ ନୂଆ କରୋନା ଆକ୍ରାନ୍ତ, ୯୪୫ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୫୫, ୭୯୪...

ଦେଶରେ ୬୯, ୮୭୮ ନୂଆ କରୋନା ଆକ୍ରାନ୍ତ, ୯୪୫ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୫୫, ୭୯୪ କୁ ବୃଦ୍ଧି

121

ନୂଆ ଦିଲ୍ଲୀ ୨୧-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୬୯, ୮୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୯୪୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯, ୭୫, ୭୦୨ କୁ ବୃଦ୍ଧି ପାଇଛି ଏବଂ ୬, ୯୭, ୩୩୦ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୨୨, ୨୨, ୫୭୮ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୫୫, ୭୯୪ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.