Home Coronavirus Outbreak ଦେଶରେ ପୁଣି କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୪୯,୩୯୪ ନୂଆ ଆକ୍ରାନ୍ତ...

ଦେଶରେ ପୁଣି କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୪୯,୩୯୪ ନୂଆ ଆକ୍ରାନ୍ତ ଚିହ୍ନଟ, ୧,୦୭୨ ମୃତ, ମୋଟ ମୃତକ ୫କ୍ଷ ପାର

38

ନୂଆ ଦିଲ୍ଲୀ ୪ -୨ (ଓଡ଼ିଆ ପୁଅ) ଦେଶରେ ପୁଣି କମିଲା କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୧, ୪୯, ୩୯୪ ନୂଆ ସଂକ୍ରମଣ ରେକର୍ଡ଼ ହୋଇଛି। ତେବେ ମୋଟ ଟୀକାକରଣ ଏପର୍ଯ୍ୟନ୍ତ ୧୬୮.୪୭ କୋଟିକୁ ବୃଦ୍ଧି ହୋଇଛି।

ଦୈନିକ ସକରାତ୍ମକତା ହାର (୯.୨୭%)

ସାପ୍ତାହିକ ସକରାତ୍ମକତା ହାର (୧୨.୦୩%)

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୪,୩୫,୫୬୯ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୩.୪୨% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୦୦,୧୭,୦୮୮ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨,୪୬,୬୭୪ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୫.୩୯% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୧୯,୫୨,୭୧୨ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୯୮,୩୫୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧,୦୭୨ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୦୦,୦୫୫ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୩.୪୨%

ଆରୋଗ୍ୟ ହୋଇଛନ୍ତି ୯୫.୩୯%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୬୮, ୪୭, ୧୬, ୦୬୮ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୫, ୫୮, ୭୬୦

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୩, ୫୮, ୦୪, ୨୮୦ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୬, ୧୧, ୬୬୬

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୨୪୮ ୯୪୯୦ ୬୫ ୧୨୯
ଆନ୍ଧ୍ରପ୍ରଦେଶ ୯୩୪୮୮ ୨୧୮୫୦୪୨ ୧୧୭୨୯ ୧୪୬୪୧ ୧୦
ଅରୁଣାଚଳ ପ୍ରଦେଶ ୨୧୯୬ ୬୦୬୩୨ ୪୦୪ ୨୯୧
ଆସାମ ୧୫୧୩୩ ୬୯୮୨୮୮ ୨୩୯୨ ୬୫୧୮ ୧୯
ବିହାର ୩୩୯୧ ୮୧୦୪୫୮ ୧୦୧୩ ୧୨୨୩୦
ଚଣ୍ଡିଗଡ଼ ୨୩୧୫ ୮୬୮୫୧ ୫୬୨ ୧୧୩୨
ଛତିଶଗଡ ୨୦୦୮୧ ୧୧୦୦୩୪୬ ୩୮୩୬ ୧୩୮୯୫ ୧୨
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪ ୧୧୨୬୦
ଦିଲ୍ଲୀ ୧୩୬୩୦ ୧୭୯୯୦୮୫ ୩୮୯୫ ୨୫୯୩୨ ୧୩
୧୦ ଗୋଆ ୬୭୦୫ ୨୩୦୬୬୭ ୯୫୫ ୩୭୧୭
୧୧ ଗୁଜୁରାଟ ୬୩୫୬୪ ୧୧୧୧୩୯୪ ୧୩୧୯୫ ୧୦୫୭୯ ୩୪
୧୨ ହରିୟାଣା ୧୮୬୧୮ ୯୨୯୮୭୦ ୫୩୯୬ ୧୦୩୫୩ ୧୬
୧୩ ହିମାଚଳ ପ୍ରଦେଶ ୯୨୦୨ ୨୬୧୪୫୯ ୧୬୪୫ ୪୦୧୯ ୧୨
୧୪ ଜାମ୍ମୁ କାଶ୍ମୀର ୨୬୭୧୧ ୪୧୧୦୫୨ ୫୦୯୩ ୪୬୯୯
୧୫ ଝାଡଖଣ୍ଡ ୩୨୫୬ ୪୨୧୭୩୨ ୧୦୪୬ ୫୩୦୮
୧୬ କର୍ଣ୍ଣାଟକ ୧୪୮୮୩୩ ୩୬୭୨୭୪୪ ୪୪୮୧୯ ୩୯୧୯୭ ୬୦
୧୭ କେରଳ ୩୬୯୮୧୯ ୫୭୪୫୯୧୨ ୫୦୮୨୧ ୫୬୭୦୧ ୬୦୧
୧୮ ଲଦାଖ ୧୧୪୭ ୨୫୧୮୭ ୧୫୩ ୨୨୬
୧୯ ଲକ୍ଷଦୀପ ୨୧୩ ୧୦୯୦୭ ୩୪ ୫୨
୨୦ ମଧ୍ୟପ୍ରଦେଶ ୫୨୯୬୩ ୯୨୪୯୩୧ ୮୪୦୯ ୧୦୬୩୯
୨୧ ମହାରାଷ୍ଟ୍ର ୧୬୨୦୭୩ ୭୪୬୩୮୬୮ ୩୦୨୩୫ ୧୪୨୮୫୯ ୭୫
୨୨ ମଣିପୁର ୩୯୭୬ ୧୨୮୧୩୭ ୨୨୮ ୨୦୫୪
୨୩ ମେଘାଳୟ ୨୦୦୫ ୮୮୨୬୯ ୨୫୬ ୧୫୩୬
୨୪ ମିଜୋରାମ ୧୫୬୩୨ ୧୬୫୪୪୭ ୧୮୮୭ ୬୧୭
୨୫ ନାଗାଲାଣ୍ଡ ୮୦୭ ୩୩୧୩୭ ୧୦୩ ୭୩୬
୨୬ ଓଡ଼ିଶା ୨୭୮୭୨ ୧୨୨୨୮୬୭ ୭୪୮୭ ୮୬୬୬ ୧୮
୨୭ ପୁଡୁଚେରୀ ୬୬୩୮ ୧୫୪୫୫୧ ୭୧୧ ୧୯୪୩
୨୮ ପଞ୍ଜାବ ୧୬୦୭୦ ୭୧୫୫୬୧ ୩୭୯୪ ୧୭୩୬୦ ୪୦
୨୯ ରାଜସ୍ଥାନ ୫୯୫୧୩ ୧୧୬୦୨୮୯ ୭୧୪୧ ୯୩୩୨ ୨୨
୩୦ ସିକ୍କିମ୍ ୬୫୫ ୩୭୩୨୮ ୧୩୪ ୪୩୨
୩୧ ତାମିଲନାଡୁ ୧୬୬୮୭୮ ୩୧୮୨୭୭୮ ୨୩୦୮୪ ୩୭୬୬୬ ୩୦
୩୨ ତେଲେଙ୍ଗାନା ୩୩୧୦୪ ୭୩୪୬୨୮ ୩୯୮୦ ୪୦୯୬
୩୩ ତ୍ରିପୁରା ୧୭୨୬ ୯୭୯୪୩ ୭୦୩ ୯୧୫
୩୪ ଉତ୍ତରାଖଣ୍ଡ ୨୪୩୭୬ ୩୯୪୯୭୦ ୩୩୦୬ ୭୫୮୧
୩୫ ଉତ୍ତରପ୍ରଦେଶ ୪୧୪୭୧ ୧୯୬୯୭୦୮ ୫୫୪୧ ୨୩୨୭୭ ୨୩
୩୬ ପଶ୍ଚିମବଙ୍ଗ ୨୧୧୪୬ ୧୯୬୦୩୦୦ ୨୬୧୪ ୨୦୭୨୩ ୩୬
ମୋଟ ୧୪୩୫୫୬୯ ୪୦୦୧୭୦୮୮ ୨୪୬୬୭୪ ୫୦୦୦୫୫ ୧୦୭୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.