Home Coronavirus Outbreak ରାଜ୍ୟରେ ଆଜି ସୁସ୍ଥ ହେଲେ ୭୬୪ କରୋନା ଆକ୍ରାନ୍ତ

ରାଜ୍ୟରେ ଆଜି ସୁସ୍ଥ ହେଲେ ୭୬୪ କରୋନା ଆକ୍ରାନ୍ତ

28

ଭୁବନେଶ୍ୱର ୨୬ ଅଗଷ୍ଟ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ସୁସ୍ଥ ହେଲେ ୭୬୪ କରୋନା ଆକ୍ରାନ୍ତ। ମୋଟ ସୁସ୍ଥଙ୍କ ସଂଖ୍ୟା ହେଲା ୯୮୮୮୫୪। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
୨୯୧ ଜଣ ଖୋର୍ଦ୍ଦା ଜିଲ୍ଲା
୭୭ ଜଣ କଟକ ଜିଲ୍ଲା
୫୧ ଜଣ ବାଲେଶ୍ୱର ଜିଲ୍ଲାରୁ
୪୨ ଜଣ ମୟୁରଭଞ୍ଜ ଜିଲ୍ଲା
୩୭ ଜଣ ଜଗତସିଂହପୁର ଜିଲ୍ଲା
୩୭ ଜଣ କେନ୍ଦ୍ରାପଡ଼ା ଜିଲ୍ଲା
୩୨ ଜଣ ଅନୁଗୁଳ ଜିଲ୍ଲାରୁ
୨୪ ଜଣ ଯାଜପୁର ଜିଲ୍ଲାରୁ
୨୪ ଜଣ ପୁରୀ ଜିଲ୍ଲା
୨୨ ଜଣ ଭଦ୍ରକ ଜିଲ୍ଲା
୧୬ ଜଣ ନୟାଗଡ଼ ଜିଲ୍ଲା
୯ ଜଣ ସୁନ୍ଦରଗଡ଼ ଜିଲ୍ଲା
୭ ଜଣ ଢେଙ୍କାନାଳ ଜିଲ୍ଲା
୭ ଜଣ କନ୍ଧମାଳ ଜିଲ୍ଲା
୬ ଜଣ ଗଞ୍ଜାମ ଜିଲ୍ଲା
୫ ଜଣ ଦେବଗଡ଼ ଜିଲ୍ଲା
୩ ଜଣ କଳାହାଣ୍ଡି ଜିଲ୍ଲା
୩ ଜଣ କେନ୍ଦୁଝର ଜିଲ୍ଲା
୨ ଜଣ ବଲାଙ୍ଗୀର ଜିଲ୍ଲାରୁ
୨ ଜଣ ଗଜପତିଜିଲ୍ଲା
୨ ଜଣ କୋରାପୁଟ ଜିଲ୍ଲା
୨ ଜଣ ରାୟଗଡ଼ା ଜିଲ୍ଲା
୧ ଜଣ ବୌଦ୍ଦ ଜିଲ୍ଲା
୧ ଜଣ ମାଲକାନଗିରିରୁ
୧ ଜଣ ନୂଆପଡ଼ା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.