Home ଅପରାଧ ରାଜାର ଜାମିନ ଆବେଦନ ଖାରଜ

ରାଜାର ଜାମିନ ଆବେଦନ ଖାରଜ

168

ଭୁବନେଶ୍ଵର,୨୧/୦୯,(ଓଡ଼ିଆ ପୁଅ ପି ନାଏକ): ନର୍ସ ନିହାରିକା ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ରାଜାର ଜାମିନ ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ । ଆଉ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲା ନିହାରିକାଙ୍କ ହତ୍ୟାକାରୀ ବୟଫ୍ରେଣ୍ଡ କିଶୋର ଅଞ୍ଚଲ ଓରଫ ରାଜା । । ଗତକାଲି ଜଗତସିଂହପୁର ଏସପି ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ରହସ୍ୟର ଉନ୍ମୋଚନ କରିଥିଲେ ।କଟକରେ ଥିବା ସାଙ୍ଗ ଘରେ ନିହାରୀକାଙ୍କୁ ନେଇ ସେଠାରେ ତାଙ୍କର ତଣ୍ଟିଚିପି ରାଜା ହତ୍ୟା କରିଥିବା କହିଛି ପୁଲିସ । ତେବେ ହତ୍ୟା ପରେ ରାଜା ନିହାରୀକାଙ୍କ ମୃତଦେହକୁ ଏକ ଅଖାରେ ପୁରାଇ ବାଇକରେ ନେଲା ବେଳର ଦୃଶ୍ୟ ତଥା ସିସିଟିଭି ଫୁଟେଜ ମଧ୍ୟ ପୁଲିସର ହସ୍ତଗତ ହୋଇଥିବା ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.