Home ଓଡ଼ିଶା ରାଉରକେଲାରେ ପାଗଳା କୁକୁର ଆତଙ୍କ ଓଡ଼ିଶାଜିଲ୍ଲା ପରିକ୍ରମାସୁନ୍ଦରଗଡ଼ ରାଉରକେଲାରେ ପାଗଳା କୁକୁର ଆତଙ୍କ By Bureau - November 17, 2019 234 0 0 0 0ରାଉରକେଲା ୧୭-୧୧ (ଓଡ଼ିଆ ପୁଅ) ରାଉରକେଲାର ଡେଲି ମାର୍କେଟରେ ପାଗଳା କୁକୁର ଆତଙ୍କ ଦେଖାଯାଇଛି। ଖବର ଅନୁଯାୟୀ ପାଗଳା କୁକୁର କାମୁଡ଼ାରେ କେତେକ ଶିଶୁଙ୍ ସମେତ ୩୦ ଜଣ ଆହତ ହୋଇଥିବାର ଖବର ମିଳିଛି। ପାଗଳ କୁକୁର କାମୁଡ଼ାରେ ଆହତମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। Tweet 0 0 0 0