Home ଓଡ଼ିଶା ରଥ ଭଙ୍ଗା କାର୍ଯ୍ୟ

ରଥ ଭଙ୍ଗା କାର୍ଯ୍ୟ

142

ପୁରୀ ୩୦-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ ) -ତିନି ରତ ଖୋଲିବା ପ୍ରକ୍ରୀୟା ମାଷ୍ଟର ପ୍ଲାନ୍ ଅନୁସାରେ ଶ୍ରୀ ଜଗନ୍ନାଥବଲ୍ଲଭ ମଠ ପରିସରରେ ତିନି ଗୋଟି ରଥ ସଂରକ୍ଷୀତ ରଖାଯିବା ପାଇଁ ବୈଶୟିକ କମିଟିର ତତ୍ୱାବଧାନରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗାଯାଇଛି। ମହାରଣା ଓ ଭୋଇ ସେବକ ରଥ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରିଥିବା ସମୟରେ କ୍ରେନ୍ ମାଧ୍ୟମରେ ସର୍ତ୍ତକତା ର ସହିତ ରଥ ଭଙ୍ଗା ଯାଉଥିବା ବେଳେ ଆଗାମୀ ଦିନରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପରିସରରେ ରଥ ଗୁଡିକୁ ପୁନଃ ସଙ୍ଗଠିତ କରି ସଂଗ୍ରାହଳୟରେ ରଖିବା ନେଇ ଯୋଜନା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.