Home ଓଡ଼ିଶା ରଣପୁର ରେ କଟକଣା  ଭିତରେ ଅଁଳା ନବମୀ ପାଳିତ

ରଣପୁର ରେ କଟକଣା  ଭିତରେ ଅଁଳା ନବମୀ ପାଳିତ

51

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୨/୧୧- ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିର କୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ରଣପୁରବାସୀ ଦାବୀ କରି ଆସୁଛନ୍ତି । ଶ୍ରୀକ୍ଷେତ୍ର ଭଳି ରଣପୁର ଜଗନ୍ନାଥ ମନ୍ଦିର ରେ ରାଜ ରାଜୁଡା ଅମଳ ରୁ ସମସ୍ତ ନିତୀକାନ୍ତି ହୋଇଅସୁଅଛି । ପବିତ୍ର ଅଁଳା ନବମୀ ରେ ଶହ ଶହ ଦର୍ଶକ ଅଁଳା ନବମୀ ଓ ରାଧା ପାଦ  ଦର୍ଶନ ପାଇଁ ଭିଡ ଜମାଇ ଥାନ୍ତି ।

କରୋନାର ପ୍ରାଦୃଭାବ କମିଥିଲେ ମଧ୍ୟ କଟକଣା ଦୃଷ୍ଟି ରେ ଚଳିତ ବର୍ଷ ଅଁଳା ନବମୀ ପାଳିତ ହୋଇଯାଇଅଛି । ସେବାୟତ ଓ ସିମିତ ସଂଖ୍ୟକ  ହବିଷିଆଳୀ ଙ୍କୁ ନେଇ ପାଳିତ ହୋଇଥିବା ଜଣାପଡିଛି ।  ରଣପୁର ରେ ଥିବା ବଡ ମଠ ଠାରୁ ଆରମ୍ବ କରି ଚୈତନ୍ୟ , ଦଧିବାବନ , ସିନ୍ଦୁରା ଓ ନୃସିଂହ  ମଠ ଆଦିରେ ଅଁଳା ନବମୀ  କଟକଣା ଭିତରେ ନିତୀନିୟମ ଅନୁଯାଇ ପାଳନ ହୋଇଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.