Home ଓଡ଼ିଶା ରଣପୁର ଡାକ ଘରେ ମିଳୁନି ୧୦/୨୦ ଟଙ୍କିଆ ପୋଷ୍ଟାଲ ଅର୍ଡର    

ରଣପୁର ଡାକ ଘରେ ମିଳୁନି ୧୦/୨୦ ଟଙ୍କିଆ ପୋଷ୍ଟାଲ ଅର୍ଡର    

30

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୧୧- ଡାକସେବା କେନ୍ଦ୍ର ସରକାର ଙ୍କ ଅଧିନରେ ଥିବା ବେଳେ  ଫେସ୍‌ବୁକ୍ , ହ୍ୱାଟସପ୍ , ଫୋନ୍ ପେ ଆଦି ହେବା ପରେ ଡାକସେବା ର ପ୍ରାଧାନ୍ୟ କମିଥିଲେ ମଧ୍ୟ ପୋଷ୍ଟାଲ ଅର୍ଡର ଆଦି  ବହୁକ୍ଷେତ୍ର ରେ ଡାକସେବା ଜରୁରୀ ଆବଶ୍ୟକତା ରହିଛି । କିନ୍ତୁ ଅବ୍ୟବସ୍ଥା ଯୋଗୁଁ ଲୋକମାନେ ସୁବିଧା ରୁ ବଂଚିତ ହେଉଛନ୍ତି ।  ସେଭଳି  ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ଡାକସେବା କ୍ଷେତ୍ର ରେ  ା

ରଣପୁର ଡାକଘରେ ଦୀର୍ଘ ୧୫ ଦିନ ହେଲା ୧୦ଟଙ୍କିଆ ଓ ୨୦ ଟଙ୍କିଆ ପୋଷ୍ଟାଲ ଅର୍ଡର ମିଳୁନାହିଁ ।  ଯାହାଫଳ ରେ  ଲୋକମାନେ ସୂଚନା ପ୍ରାପ୍ତ ଠାରୁ ଆରମ୍ଭ କରି ଅନେକ କ୍ଷେତ୍ର ରେ ଅସୁବିଧା ଭୋଗ କରୁଛନ୍ତି ।  ଏ ସର୍ମ୍ପକେ ରଣପୁର ଡାକ ମାଷ୍ଟର ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ  ୧୦ ଦିନ ହେଲା ୧୦ ଟଙ୍କିଆ ୨୦ ଟଙ୍କିଆ ପୋଷ୍ଟାଲ ଅର୍ଡର ମଗାଯାଇଛି ହେଲେ ଏ ଯାଏଁ ଆସିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.