Home ଓଡ଼ିଶା ରଣପୁର ଅଂଚଳ ରେ କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ

ରଣପୁର ଅଂଚଳ ରେ କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ

166

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୯/୧୧- ନୟାଗଡ ଜିଲ୍ଲା ରଣପୁର ର ସମସ୍ତ ମନ୍ଦିର , ମଠ ସହ ପୂଜା ମଣ୍ଡପ ରେ ରାସ ପୁର୍ଣ୍ଣିମା ଅବସର ରେ କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ ହୋଇ ଆସୁଅଛି । ସାମୁକା ସାହି ପୂଜା ମଣ୍ଡପ ରେ କାର୍ତ୍ତିକଶ୍ୱେର ପୂଜା ଅନୁଷ୍ଠିତ ହୋଇଯାଇଅଛି । ଏହି ପୂଜା ମଣ୍ଡପ ରେ ବିଭିନ୍ନ ଜନ ସଚେତନତା ମୂଳକ ଦୃଶ୍ୟ କୁ  ସ୍ଥାନିତ କରାଯାଇଥାଏ ।

କିନ୍ତୁ ଚଳିତ ବର୍ଷ ସେ ସବୁ ଦେଖାନଥିଲା । କେବଳ ନିତିକାନ୍ତୀ ମଧ୍ୟରେ ପୂଜା ଅନୁଷ୍ଠିତ ହୋଇଯାଇଅଛି । ଏହି ଶରତ ରାସ ପୁର୍ଣ୍ଣିମା ରେ ରଣପୁର ବ୍ଲକ ଜଙ୍କିଆ ଗ୍ରାମ ରେ ଶରତ ରାସ ହୋଇଥିବା ଦେଖାଦେଇଛି ।  ରଣପୁର ଏକ ମାତ୍ର ଜାଗା ଯେଉଁଠାରେ ଶରତ ରାସ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.