Home ଓଡ଼ିଶା ଯୋଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର-ଛାତ୍ରୀଙ୍କ ବୃତ୍ତି ସଫଳତା

ଯୋଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର-ଛାତ୍ରୀଙ୍କ ବୃତ୍ତି ସଫଳତା

221

ଯୋଡା, ୧୯/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କୁନ୍ଦୁରୁନାଲାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ତୃତୀୟ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ୪ଜଣ ଶିଶୁ ପରୀକ୍ଷା ଦେବା ନିମନ୍ତେ ସୁଯୋଗ ପାଇଥିଲେ । ସେମାନେ ୪ଜଣ ସରକାରୀ ବୃତ୍ତି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ସଫଳତା ହାସଲ କରିଥିବା ଛାତ୍ର-ଛାତ୍ରୀମାନେ ହେଲେ ତୁସାରକାନ୍ତ ପୃଷ୍ଟି, ଟିକେଶ୍ୱର ମହାନ୍ତି, ଭାଗ୍ୟଶ୍ରୀ ମହାକୁଡ ଓ ପ୍ରତୁ୍ୟଷ ଜେନା । ଶନିବାର ଦିନ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସଭାର ଆୟୋଜନ କରାଯାଇ ୪ଜଣ କୃତ୍ତି ବିଦ୍ୟାର୍ଥôଙ୍କୁ ବିଦ୍ୟାଳୟ ତରଫରୁ ପ୍ରଧାନ ଆ·ର୍ଯ୍ୟ ଚିତ୍ତରଞ୍ଜନ ମହାନ୍ତ ସମ୍ବର୍ଦ୍ଧିତ କରିଥିବା ଜଣାପଡିଛି । ଏହି ସଫଳତା ପାଇଁ ଅଭିଭାବକ ଗଣ ପ୍ରଧାନ ଆ·ର୍ଯ୍ୟଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.