Home ଓଡ଼ିଶା ଯବାନଙ୍କ ଏନକାଉଣ୍ଟରରେ ୭ ମାଓବାଦୀ ସଫା

ଯବାନଙ୍କ ଏନକାଉଣ୍ଟରରେ ୭ ମାଓବାଦୀ ସଫା

293

ଛତିଶଗଡ଼, ୦୩/୦୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଯବାନଙ୍କ ଏନକାଉଣ୍ଟରରେ ଆଜି ୭ ମାଓବାଦୀ ସଫା ହୋଇଛନ୍ତି ।  ଛତିଶଗଡ଼ ରାଜନନ୍ଦଗାଓଁରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଫଳରେ ଯବାନଙ୍କ ଏନକାଉଣ୍ଟରରେ ସେଠାରେ ଥିବା ୭ ମାଓବାଦୀଙ୍କର ମୃତ୍ୟୁ ହୋଇଛି ।

ଏହା ଛତିଶଗଡ଼ ମହାରାଷ୍ଟ୍ର ସୀମା ସେରପାର୍ ଜଙ୍ଗଲରେ ମଧ୍ୟ ଏନକାଉଣ୍ଟର ହୋଇଛି । ଏନକାଉଣ୍ଟର ପରେ ସେହି ସ୍ଥାନରୁ ବନ୍ଧୁକ, ୩୦୩ ରାଇଫଲ, ଦେଶୀ ବନ୍ଧୁକ ଏବଂ ବିପୁଳ ମାରଣାସ୍ତ୍ର ଜବତ ହୋଇଥିବା ସୂଚନା ମିଳିଛି । ଗୁଇନ୍ଦା ବିଭାଗର ସୂଚନା ମିଳିବା ପରେ  ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.