Home ଜିଲ୍ଲା ପରିକ୍ରମା ମୋବାରକପୁର ଗେଙ୍ଗୁଟିଆସାହିରେ ଅଗ୍ନିକାଣ୍ଡ

ମୋବାରକପୁର ଗେଙ୍ଗୁଟିଆସାହିରେ ଅଗ୍ନିକାଣ୍ଡ

17

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ପାଟୁଳି ପଞ୍ଚାୟତ ମୋବାରକପୁର ଗେଙ୍ଗୁଟିଆସାହିର ଆଦିବାସୀ ପରିବାର ରାମ ମୁଣ୍ଡାର ଘର ଗତକାଲି ରାତିରେ ଜଳିଯାଇଥିବା ଜଣାଯାଇଛି । ଏହି ଅଗ୍ନିକାଣ୍ଡରେ ଚାରିବଖରା ଘର ସମେତ ବହୁ ଆବସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ସେହିପରି ମୋବାରକପୁର ବେଳମଳା ସାହିର ପରମା ମୁଣ୍ଡା ଓ ରିଙ୍କୁ ମୁଣ୍ଡାଙ୍କର ଦୁଇବଖରା ଘର ଅଗ୍ନିକାଣ୍ଡରେ ଜଳିଯାଇଛି । ଖବର ପାଇ ଭଣ୍ଡାରିପୋଖରୀ ଦମକଳକେନ୍ଦ୍ର କର୍ମଚାରୀମାନେ ଆସି ଅଗ୍ନିକୁ ଆୟତ୍ତ କରିଥିଲେ । ବିଦ୍ୟୁତ ସଟ ସର୍କିଟ ଅଗ୍ନିକାଣ୍ଡର କାରଣ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.