Home ଜିଲ୍ଲା ପରିକ୍ରମା ଅଗ୍ନିକାଣ୍ଡ ବିପନ୍ନଙ୍କୁ ସହାୟତା

ଅଗ୍ନିକାଣ୍ଡ ବିପନ୍ନଙ୍କୁ ସହାୟତା

30

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ପାଟୁଳି ପଞ୍ଚାୟତ ମୋବାରକପୁର ଗେଙ୍ଗୁଟିଆସାହିର ଅଗ୍ନି ବିପନ୍ନ ଆଦିବାସୀ ପରିବାର ରାମ ମୁଣ୍ଡା ଓ ବେଳମଳା ସାହିର ପରମା ମୁଣ୍ଡା ଓ ରିଙ୍କୁ ମୁଣ୍ଡାଙ୍କୁ ଉତ୍କଳ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ଟ୍ରଷ୍ଟ ଉପସଭାପତି ଅଜୟ କୁମାର ରାଉତଙ୍କ ନେତୃତ୍ୱରେ ପ୍ରତିଷ୍ଠାତା ତ୍ରିଲୋଚନ ଦାଶ, ସଦସ୍ୟ କମଳାକାନ୍ତ ପରିଡା, ପୂଜାରାଣୀ ବେହେରା, ସ୍ୱାଗତିକା ପଣ୍ଡା ପ୍ରମୁଖ ଶୀତବସ୍ତ୍ର, ଶୁଖିଲା ଖାଦ୍ୟ ବିତରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.