Home ଓଡ଼ିଶା ମାଲକାନଗିରି ପୌରାଚଂଳ ପାଇଁ ମନୋଜ ଙ୍କୁ ସାଂସଦ ପ୍ରତିନିଧି ଭାବେ ମନୋନୀତ

ମାଲକାନଗିରି ପୌରାଚଂଳ ପାଇଁ ମନୋଜ ଙ୍କୁ ସାଂସଦ ପ୍ରତିନିଧି ଭାବେ ମନୋନୀତ

48

ମାଲକାନଗିରି,୧୬ ।୬ (ଓଡିଆ ପୁଅ ) ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଙ୍କ ପ୍ରତିନିଧି ଭାବେ ମାଲକାନଗିରି ପୌରାଚଂଳ ପାଇଁ ମନୋଜ ବାରିକଙ୍କୁ ମନୋନିତ କରାଯାଇଛି । ଆଜି ବିଜେଡି ଦଳ ର ଏକ ଟିମ ମାଲକାନଗିରି ପୌରପରିଷଦ ନିର୍ବାହିଅଧିକାରୀ ତ୍ରିଶୁଳ ମାର୍ଡି ଙ୍କୁ ସାକ୍ଷାତ କରି ସାଂସଦ ଶ୍ରୀ ମାଝୀ ଙ୍କ ଚିଠି ପ୍ରଦାନ କରିଛନ୍ତି । ଏହି ଟିମରେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ସାଂସଦ ଙ୍କ ପ୍ରତିନିଧି ମନୋଜ କୁମାର ବାରିକ,ହୃଦାନନ୍ଦ ସାହୁ,ବଶୀଂଧର ମୁଦୁଲି,ଲମ୍ବୋଧର ତୁରୁକ,ଜଗବନ୍ଧୁ ପଡିଆରୀ,,ପ୍ରମୁଖ ଉପସ୍ଥିତ ଥିଲେ । ସୁଚନା ଯୋଗ୍ୟ ଯେ ମନୋଜ ବାରିକ ପୁବ ର୍ରୁ ପୌରପରିଷଦ ରେ ଭାଇସ ଚେୟାରମେନ ଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.