Home କେନ୍ଦୁଝର ମାକ୍ସିମୋ କୁ ଧକ୍କାଦେଲା ବାଲି ବୋଝେଇ ଟ୍ରାକ୍ଟର ଦୁଇ ଆହତ

ମାକ୍ସିମୋ କୁ ଧକ୍କାଦେଲା ବାଲି ବୋଝେଇ ଟ୍ରାକ୍ଟର ଦୁଇ ଆହତ

95

ପାଟଣା ୯-୧ (ଓଡ଼ିଆ ପୁଅ/ସନ୍ତୋଷ ପତି) : କେନ୍ଦୁଝର ଜିଲ୍ଲା ପାଟଣା ଥାନା କେନ୍ଦୁଯୋଡ଼ା ନିକଟରେ ବୁଧବାର ରାତିରେ ରେ ଏକ ବାଲି ବୋଝେଇ ଟ୍ରାକ୍ଟର ଗାଡି ମାକ୍ସିମୋ ଡାଲା ଗାଡି କୁ ପଛପଟୁ ଧକ୍କା ଦେବା ଫଳରେ ମାକ୍ସିମୋ ଗାଡିର ଡ୍ରାଇଭର ଗୁରୁତର ହୋଇଥିବା ବେଳେ ଗାଡ଼ିରେ ବସିଥିବା ଜଣେ ମହିଳା ଆହତ ହୋଇଛନ୍ତି। ଉଭୟ ଆହତ ଓ ଗୁରୁତରଙ୍କ ପରିଚୟ ମିଳି ନଥିବା ବେଳେ ଘଟଣା ସ୍ଥଳରେ ପାଟଣା ପୋଲିସ ପହଁଚି ଦୁର୍ଘଟଣା ଗ୍ରସ୍ତ ଦୁଇଟି ଗାଡି କୁ ଜବତ କରିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଏନେଇ କୌଣସି ମାମଲା ରୁଜୁ ହୋଇନଥିବା ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.