Home ଓଡ଼ିଶା ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ

ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ

104

ମାଲକାନଗିରି,୨୮ /୭(ଓଡିଆପୁଅ/ପଙ୍କଜିନୀ ନାୟକ): ଆଜିଠୁ ଆରମ୍ଭ ହେଉଛି ମାଓବାଦୀଙ୍କ ସହିଦ ସପ୍ତାହ । ଏହି ସମୟରେ ସେମାନେ ସକ୍ରିୟ ହେବା ସହ  ଜୁଲାଇ ୨୮ରୁ ଅଗଷ୍ଟ ୩ ଯାଏଁ ମାଓବାଦୀ ମାନେ ସହିଦ ପାଳନ କରିବେ ବୋଲି ସୂଚନା ମିଳିଛି ।

ତେବେ ଏନେଇ ମାଲକାନଗିରିରେ ଏବେ ହାଇଆଲର୍ଟ ଜାରି କରାଯିବା ସହ କମ୍ବିଂ ଅପରେସନ ଜୋରଦାର କରାଯାଇଛି । ଅନ୍ୟପଟେ ମାଓବାଦୀଙ୍କ ଏହି ସହିଦ ସପ୍ତାହ ପାଇଁ ସମସ୍ତ ସରକାରୀ ବସ୍ ଚଳାଚଳକୁ ବନ୍ଦ କରିଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.