Home କୋରାପୁଟ ମସ୍ତିପୁଟ ସେବାଶ୍ରମର ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ନ୍ଧନା

ମସ୍ତିପୁଟ ସେବାଶ୍ରମର ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ନ୍ଧନା

65

କୋରାପୁଟ ; ତା୨୧-୦୭-୧୯(ଓଡିଆପୁଅ /ରଂଜନ କୁମାର ଦାସ) ମସ୍ତିପୁଟ ସେବାଶ୍ରମର ପୂର୍ବତନ ପ୍ରଧାନଶିକ୍ଷକ ହୀରାଲାଲ ନାୟକ ଗତମାସରେ ଚାକିରୀରୁ ଅବସର ନେଇଥିଲେ ।ସେବାଶ୍ରମର ପରିଚାଳନା କମିଟି ଅଧ୍ୟକ୍ଷ ଚକ୍ରଧର ନାୟକଙ୍କ ଅଧ୍ୟକ୍ଷତାରେ ସେବାଶ୍ରମ ପରିସରରେ ଏକ ଅବସରକାଳୀନ ବିଦାୟ ସମ୍ବର୍ନ୍ଧନା ସଭା ଆୟୋଜନ କରାଯାଇଥିଲା ।ମସ୍ତିପୁଟ ସେବାଶ୍ରମରେ ୬ ବର୍ଷ ଦାୟିତ୍ୱ କରି ଶିକ୍ଷାଦାନ ସହି ଉତମ ପରିଚାଳନା କରି ସେବାଶ୍ରମର ବିକାଶ କରିପାରିଥିବାରୁ ଛାତ୍ରଛାତ୍ରୀମାନେ ଯୋଗଦେଇ ଉଚ୍ଚ ପ୍ରଶଂସା କରିଥିଲେ ।କୋରାପୁଟ ବ୍ଲକର ମଙ୍ଗଳ ସଂପ୍ରସାରଣ ଅଧିକାରୀ ପ୍ରଦୀପ୍ତ କୁମାର ଜେନା ଯୋଗଦେଇ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟଶୈଳୀକୁ କାର୍ଯ୍ୟରତ ଶିକ୍ଷକ /ଶିକ୍ଷୟତ୍ରୀମାନେ ଅନୁସରଣ କରିବାକୁ ଆଲୋକପାତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.