Home କୋରାପୁଟ  ମନ୍ତ୍ରୀଙ୍କ ଦ୍ୱାରା ଭତା ବଂଟନ

 ମନ୍ତ୍ରୀଙ୍କ ଦ୍ୱାରା ଭତା ବଂଟନ

46

କୋରାପୁଟ ୧୩-୦୪(ଓଡିଆ ପୁଅ /ରଂଜନ ଦାସ) କୋଟପାଡ ବ୍ଲକ ପରିସରରେ ବିଡିଓ ଦାଶରଥି ସରାବୁଙ୍କ ଅଧ୍ୟକ୍ଷତାରେ ଭତା ବଂଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ବିଧାୟିକା ତଥା ବୟନ ଶିଳ୍ପ ଓ ହସ୍ତତନ୍ତ  ବିଭାଗ ମନ୍ତ୍ରୀ ପଦ୍ମିନୀ ଦିଆନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୋଟପାଡ ବ୍ଲକର ୨୧୬ଜଣ ହିତାଧିକାରୀଙ୍କୁ  ଭତା  ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବିଜେଡି ନେତା ତ୍ରିପତି ମହାନ୍ତି,ସୁଧୀର ମହାନ୍ତିଙ୍କ ସମେତ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.