Home ଜିଲ୍ଲା ପରିକ୍ରମା ମତ୍ସଜୀବୀର ଅସ୍ୱଭାବିକ ମୃତ୍ୟୁ

ମତ୍ସଜୀବୀର ଅସ୍ୱଭାବିକ ମୃତ୍ୟୁ

29

ବାହାନଗା,୨୬ ।୨(ଭାରତୀ ଦାସ/ ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଇଞ୍ଚୁଡ଼ି ଗ୍ରାମର ଜଣେ ମତ୍ସଜୀବୀ ମାଛ ଧରିବାକୁ ଯାଇ ସମୁଦ୍ରରେ ତାର ଅସ୍ୱଭାବିକ ମୃତ୍ୟୁ ହୋଇ ଥିବାର ଜଣାପଡ଼ିଛି । ମୃତକ ଜଣକ ହେଲେ ଇଞ୍ଚୁଡ଼ି ଗ୍ରାମର ପଞ୍ଚୁ ଦଳେଇ(୩୭) । ସେ ଶୁକ୍ରବାର ଦିନ ଚିଙ୍ଗୁଡ଼ି ଯାଆଁଳ ଧରିବାକୁ ଯାଇ ଥିଲେ । ସେଠାରେ ସେ ହଠାତ ଟଳି ପଡ଼ିଥିଲେ । ଅନ୍ୟ ସାଥି ମାନେ ତାଙ୍କୁ ସ୍ଥାନୀୟ ଡାକ୍ତର ଖାନାକୁ ନେଇ ଯାଇଥିଲେ । ସେଠାରେ ସେ ମୃତ ବୋଲି ଜଣାପଡ଼ିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.