Home ଓଡ଼ିଶା ମଣିପୁର ଏବଂ ମହାରାଷ୍ଟ୍ରର ପାଲଘରରେ ଭୂମିକମ୍ପ

ମଣିପୁର ଏବଂ ମହାରାଷ୍ଟ୍ରର ପାଲଘରରେ ଭୂମିକମ୍ପ

42

ନୂଆ ଦିଲ୍ଲୀ ୧୮-୧ (ଓଡ଼ିଆ ପୁଅ) ମଣିପୁରର ଚୁରାଚାନ୍ଦପୁର ଏବଂ ମହାରାଷ୍ଟ୍ରର ପାଲଘରରେ ଗତକାଲି ବିଳମ୍ବିତ ରାତିରେ ଭୂମିକମ୍ପ ଅନୁଭୂତ ହୋଇଛି। ମଣିପୁରର ଚୁରାଚାନ୍ଦପୁରରେ ଭୂମିକମ୍ପର ତୀବ୍ରତା ୨.୭ ରିକ୍ଟର ସ୍କେଲର ଥିବା ବେଳେ ଏହା ୧୮ ଜାନୁଆରୀ ପ୍ରାତଃ ୨.୫୪ ଅନୁଭୂତ ହୋଇଥିଲା ମହାରାଷ୍ଟ୍ରର ପାଲଘରରେ ୩.୫ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ଅନୁଭୂତ ହୋଇଥିବାର ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି। ଏହି ଭୂମିକମ୍ପ ଗତକାଲି ରାତ୍ରୀ ପ୍ରାୟ ୧୦ ଟା ସମୟରେ ଅନୂଭୂତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.