Home ଓଡ଼ିଶା ଭୁଶୁଡ଼ି ପଡ଼ିଲା ମନ୍ଦିର ପାଚେରୀ ୩ ଶ୍ରଦ୍ଧାଳୁ ମୃତ

ଭୁଶୁଡ଼ି ପଡ଼ିଲା ମନ୍ଦିର ପାଚେରୀ ୩ ଶ୍ରଦ୍ଧାଳୁ ମୃତ

753

ନୂଆଦିଲ୍ଲୀ: ବିହାର, ସମସ୍ତିପୁର ହସନପୁର ଅଞ୍ଚଳରେ ଏକ ମନ୍ଦିର ପାଖ ପୋଖରୀ ନିକଟରେରେ ‘ଛଟ୍ ପୂଜା’ ଚାଲିଥିବା ସମୟରେ ମନ୍ଦିର ପାଚେରୀ ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ମହିଳା ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି।ସେମାନେ ହେଲେ ଲିଲା ଦେବୀ (୬୨) ଏବଂ ବଚି ଦେବୀ (୬୦)।ଏହି ଦୁର୍ଘଟଣାରେ ଆଉ କେତେଜଣ ଶ୍ରଦ୍ଧାଳୁ ପଥର ତଳେ ପୋଖରୀରେ ଦବି ହୋଇ ଆହତ ମଧ୍ୟ ହୋଇଛନ୍ତି।ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଏ’ ଭିତରେ ଆଉ ଜଣେ ଆହତଙ୍କର ମୃତ୍ୟୁ ଘଟି ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଥିବା ଖବର ମିଳିଛି।-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.