Home ଓଡ଼ିଶା ଭିଡିଓ କଲ୍ କରି ଏମ ସି ଏ ଛାତ୍ରଙ୍କ ଆତ୍ମହତ୍ୟା

ଭିଡିଓ କଲ୍ କରି ଏମ ସି ଏ ଛାତ୍ରଙ୍କ ଆତ୍ମହତ୍ୟା

38

କଟକ : ୧୮/୧ (ଓଡ଼ିଆ ପୁଅ/ଅଭୟ ଜେନା) ଭିଡିଓ କଲ୍ କରି ଜଣେଏମସିଏ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଛାତ୍ର ଜଣକ ହେଉଛନ୍ତି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ର। ଷଣ୍ଢପୁର ଅଞ୍ଚଳରେ ଥିବା ଭଡ଼ା ଘରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ଏହି ସମୟରେ ଛାତ୍ରଙ୍କ ଲାପଟପ୍ ଖୋଲା ଥିବା ସୂଚନା ମିଳିଛି। ଆତ୍ମହତ୍ୟା ଘଟଣା ପ୍ରେମ ଜନିତ ହୋଇପାରେ ବୋଲି ଅନୁମାନ କରାଯାଉଛି। ଘଟଣା ସମ୍ପର୍କରେ ପୋଲିସ ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.