Home ଆନ୍ତର୍ଜାତୀୟ ଭାରତ ଓ ଚୀନ ମଧ୍ୟ ରେ ଏମ୍ ଓ ୟୁ ସ୍ବାକ୍ଷରିତ

ଭାରତ ଓ ଚୀନ ମଧ୍ୟ ରେ ଏମ୍ ଓ ୟୁ ସ୍ବାକ୍ଷରିତ

391

ନୂଆଦିଲ୍ଲୀ,୧୨ା୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ) : ଆଜି ଭାରତ-ଚୀନ ବୈଦେଶିକ ମନ୍ତ୍ରୀସ୍ତରୀୟ ସାଂସ୍କୃତିକ ବିନିମୟ ଆଲୋଚନା ହୋଇଛି । ଉଭୟ ଦେଶ ମଧ୍ୟରେ ୪ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିବା ବେଳେ କୈଳାସ ମାନସରୋବର ଯାତ୍ରାକୁ ପରିବର୍ଦ୍ଧିତ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଉଭୟ ଦେଶ ମଧ୍ୟରେ ଆୟୋଜିତ ହେବ ୧୦୦ଟି କାର୍ଯ୍ୟକ୍ରମ । ସାଂସ୍କୃତିକ ଭାବ ବିନିମୟ ପାଇଁ ଆଜିଠୁ ଆରମ୍ଭ ହେବ ଚଳଚ୍ଚିତ୍ର ସପ୍ତାହ । ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.