Home ଓଡ଼ିଶା ଭାରତର ନୂଆ ମାନଚିତ୍ର; ପିଓକେ ଆମର

ଭାରତର ନୂଆ ମାନଚିତ୍ର; ପିଓକେ ଆମର

2226

ନୂଆଦିଲ୍ଲୀ: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ କେନ୍ଦ୍ର ସରକାର ଏବେ ଭାରତର ନୂଆ ମାନଚିତ୍ର ଜାରୀ କରିଛନ୍ତି।ଯେଉଁଥିରେ କି ପାକିସ୍ଥାନ ଅଧିକୃତ କାଶ୍ମୀର (ପିଓକେ)ର ଅଂଶ ଭାରତର ଅଂଶ ଭାବରେ ଦର୍ଶାଯାଇଛି।ମାନଚିତ୍ରରେ ପିଓକେର ତିନୋଟି ଜିଲ୍ଲା ମୁଜଫରାବାଦ, ପଞ୍ଚ ଏବଂ ମିରପୁରକୁ ଜମ୍ମୁକାଶ୍ମୀର ଅଧୀନରେ ରହିଛି।ସେହିପରି କାରଗିଲ ଅଧୀନରେ ଗିଲଗିଟ ବାଲ୍ଟିସ୍ଥାନ ରହିଛି।ଜମ୍ମୁକାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ୨୦ଟି ଜିଲ୍ଲା ଏବଂ ଲଦାଖରେ କାରଗିଲ ଏବଂ ଲେହ ୨ଟି ଜିଲ୍ଲା ରହିଛି।ଭାରତରରେ ଏବେ ୨୮ଟି ଜିଲ୍ଲା ଏବଂ ୯ଟି କେନ୍ଦ୍ର ଶାସିତ ଅଞ୍ଚଳ ହୋଇଯାଇଛି।-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.