Home ଜିଲ୍ଲା ପରିକ୍ରମା ଭଦ୍ରକ : ସିଟୁର ୫୧ତମ ପ୍ରତିଷ୍ଠା ଦିବସ

ଭଦ୍ରକ : ସିଟୁର ୫୧ତମ ପ୍ରତିଷ୍ଠା ଦିବସ

30

ଭଦ୍ରକ, ୩୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସିଟୁର ୫୧ତମ ପ୍ରତିଷ୍ଠା ଦିବସରେ ସମସ୍ତ ଶ୍ରମିକ ଓ କର୍ମଚାରୀମାନଙ୍କୁ ସଂଗ୍ରାମୀ ଅଭିନନ୍ଦନ ଜଣାଇଛନ୍ତି ସଭାପତି ଅଧିବକ୍ତା ଦିବ୍ୟସିଂହ ନାୟକ । ଏଥି ଉପଲକ୍ଷେ ସେ ଏକ ବାର୍ତ୍ତାରେ ଶ୍ରମିକ ଶ୍ରେଣୀ ଉପରେ ହେଉଥିବା ଆକ୍ରମଣ ବିରୁଦ୍ଧରେ ଜାତି, ଧର୍ମ, ବର୍ଣ୍ଣ ନିବିଶେଷରେ ସମସ୍ତେ ଏକଜୁଟ ହୋଇ କେନ୍ଦ୍ର ସରକାର ଆଣିଥିବା ୪ଟି ନୂଆ ଶ୍ରମ କୋର୍ଡ ଓ ୩ଟି କଳା କୃଷି ଆଇନ୍ ବାତିଲ କରିବା ଦାବିକରି ଶ୍ରମିକ ଓ କୃଷକମାନେ ସେମାନଙ୍କ ଲଢେଇକୁ ଜୋରଦାର କରିବାକୁ ଆହ୍ୱାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.