Home ଜିଲ୍ଲା ପରିକ୍ରମା ଭଦ୍ରକରୁ ନୂଆ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

ଭଦ୍ରକରୁ ନୂଆ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

50

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ୧୦୧ଜଣ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୫୭୬୬ ଜଣ । ସେହିଭଳି ମୋଟ ସୁସ୍ଥ ହୋଇଛନ୍ତି ୫୦୬୬ । ଏବେ ସକ୍ରିୟ ଆକ୍ରାନ୍ତ ଅଛନ୍ତି ୬୮୫ । ନୂତନ ଚିହ୍ନଟମାନେ ଭଦ୍ରକ ବ୍ଲକର ୧୮ ଜଣ, ଭଦ୍ରକ ପୌରପାଳିକାର ୧୨ଜଣ, ବନ୍ତ ବ୍ଲକର ୮ଜଣ, ଭଣ୍ଡାରିେପୋଖରୀ ବ୍ଲକର ୧୧ଜଣ, ବାସୁଦେବପୁର ବ୍ଲକର ୩୫ ଜଣ, ଚାନ୍ଦବାଲି ବ୍ଲକର ୧୪ଜଣ, ଧାମନଗର ବ୍ଲକର ଜଣେ ଏବଂ ତିହିଡି ବ୍ଲକର ୨ଜଣ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.