Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ : ବଳାତ୍କାର ଅଭିଯୁକ୍ତ ଗିରଫ

ଭଣ୍ଡାରିପୋଖରୀ : ବଳାତ୍କାର ଅଭିଯୁକ୍ତ ଗିରଫ

65

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନାଆମୀ ନିମଗଡିଆ ସାହିର ବଳାତ୍କାର ଅଭିଯୁକ୍ତ କାହ୍ନୁ ଜେନା(୨୩)କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଅଭିଯୁକ୍ତ କାହ୍ନ ନିଜ ଗ୍ରାମର ଜନୈକ ନାବାଳିକାକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ଏଥିନେଇ ଥାନାରେ ୨୦୭/୨୧ନଂ ଏକ ମାମଲା ଋଜୁ କରାଯାଇଥିଲା । ଆଜି ଭଣ୍ଡାରିପୋଖରୀ ଥାନା ପୁଲିସ୍ କାହ୍ନୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.