Home ଜିଲ୍ଲା ପରିକ୍ରମା ବ୍ୟାଙ୍କ କର୍ମଚରୀ ସଂଘର ସଭାପତି ନିର୍ବାଚନ

ବ୍ୟାଙ୍କ କର୍ମଚରୀ ସଂଘର ସଭାପତି ନିର୍ବାଚନ

18

ପୁରୀ, ୨୪/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସମ୍ମିଳିତ ପୁରୀ ନିମାପଡ଼ା କେନ୍ଦ୍ର ସମବ୍ୟାଙ୍କ୍ ଲିମିଟେଡ଼ କର୍ମଚାରୀ ସଂଘର ପରିଷଦ ବୈଠକ ରେ ଶ୍ରୀ ବୈରାଗୀ ଜେନା ଙ୍କୁ ସଭାପତି ରୂପ ରେ ମନୋନୟନ କରାଯାଇଛି। ଶ୍ରୀ ଜେନା ଏକ ମାତ୍ର ପ୍ରାର୍ଥୀ ହୋଇଥିବା ଯୋଗୁଁ ନିଦୋନ୍ଦ ରେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନ ସମୟ ରେ ବାସୁଦେବ ମହାନ୍ତି ଉପସଭାପତି ସାଧାରଣ ସମ୍ପାଦକ ଲକ୍ଷ୍ମୀ ନାରାୟଣ ମିଶ୍ର, ସହ ସମ୍ପାଦକ ସନ୍ତୋଷ ଚନ୍ଦ୍ର ପଟ୍ଟନାୟକ, ପ୍ରଦ୍ୟୁମ୍ନ କୁମାର ବିଶ୍ବାଳ, ମନମୋହନ ପ୍ରଧାନ ପୋଷାଧକ, ସୂର୍ଯ୍ୟକାନ୍ତ ବରାଳ, ଛାଇଳ ପରିଡ଼ା, ଗଦାଧର ବେହେରା, ଲିଙ୍ଗରାଜ ତ୍ରିପାଠୀ, ବିରେନ୍ଦ୍ର ବରାଳ ଓ ଗାୟତ୍ରୀ ରାଉତ, ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ଜେନା ସଭାପତି ରୂପେ ମନୋନୟନ ହେବା ପରେ କର୍ମଚାରୀ ମନଙ୍କର ଥିବା ସୁବିଧା ଅସୁବିଧା ସଂପର୍କରେ ସମାଧାନ କରିବେ। ଶ୍ରୀ ଜେନା ନିର୍ବାଚିତ ହେବା ପରେ କର୍ମଚାରୀ ମାନଙ୍କ ମହଲରେ ଆନନ୍ଦ ଖେଳି ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.