Home Coronavirus Outbreak ବ୍ରହ୍ମପୁର ମହାନଗର ନିଗମ ସ୍ୱତନ୍ତ୍ର ବ୍ୟବସ୍ଥା : ବ୍ରହ୍ମପୁରରେ ବରିଷ୍ଠ ନାଗରିକଙ୍କୁ ଏବେ ଘରେ ଘରେ...

ବ୍ରହ୍ମପୁର ମହାନଗର ନିଗମ ସ୍ୱତନ୍ତ୍ର ବ୍ୟବସ୍ଥା : ବ୍ରହ୍ମପୁରରେ ବରିଷ୍ଠ ନାଗରିକଙ୍କୁ ଏବେ ଘରେ ଘରେ ଟିକା ଦିଆଯିବ

88

ବ୍ରହ୍ମପୁର ୧୫-୫ (ଓଡ଼ିଆ ପୁଅ) : ବ୍ରହ୍ମପୁରରେ ବରିଷ୍ଠ ନାଗରିକଙ୍କୁ ଏବେ ଘରେ ଘରେ ଟିକା ଦିଆଯିବ। ଏ ନେଇ ବିଶେଷ ବ୍ୟବସ୍ଥା କରାଯାଇଛି। ବରିଷ୍ଠ ନାଗରିକଙ୍କ ଘରେ ପହଂଚି ଟିକା ଦିଆଯିବ। ସୋମବାରଠାରୁ ଟିକା ଦେବା ପାଇଁ ସ୍ୱତନ୍ତ୍ର ଭ୍ୟାନ୍ ର ବ୍ୟବସ୍ଥା କରାଯାଇଛି। ବ୍ରହ୍ମପୁର ମହାନଗର ନିଗମ ତରଫରୁ ଏହି ବ୍ୟବସ୍ଥା କରାଯାଇଛି। ଏନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି।

https://twitter.com/Ganjam_Admin/status/1393526253945167874

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.