Home କୋରାପୁଟ ବୈପାରିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ

ବୈପାରିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ

35

କୋରାପୁଟ ୦୮-୦୭(ଓଡିଆ ପୁଅ /ରଂଜନ ଦାସ)ବୈପାରିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନଶିକ୍ଷୟତ୍ରୀ ମମତା ସଏଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜୟପୁର ଉପ-ଜିଲାପାଳ ଯୁବ  ଆଇଏଏସ ଅଧିକାରୀ ହେମକାନ୍ତ ସଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ବୃକ୍ଷ ରୋପଣ କରିବା ସହ ବିଦ୍ୟାଳୟରେ ଚାଲିଥିବା ସ୍ମର୍ଟ କ୍ଲାସରୁମ ଗୁଡିକ ପରିଦର୍ଶନ କରିଥିଲେ । ଏହି ଅବସରରେ ବୈପାରିଗୁଡା ବିଡିଓ ଅଭିମନ୍ୟୁ କବି ଶତପଥି,ତହସିଲଦାର  କୈଳାସ ତ୍ରିପାଠୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ମାନଙ୍କ ଦ୍ୱାରା ସ୍କୁଲ ପରିସରରେ ବିଭିନ୍ନ ଫଳ ଓ ଔଷଧୀୟ ଚାରା ରୋପଣ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.