Home ଓଡ଼ିଶା ବେକରେ ରସି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ବେକରେ ରସି ଲଗାଇ ଯୁବକଙ୍କ ଆତ୍ମହତ୍ୟା

457

କୋରେଇି୭/୮(ଓଡ଼ିଆ ପୁଅ/ ଭାସ୍କର ସାହୁ)ପାଣିକୋଇଲି ଥାନା ଅନ୍ତର୍ଗତ ପଥରପଦା ପଂଚାୟତ ବେଙ୍ଗା ଆଦିବାସୀ ସାହିରେ ଜଣେ ଯୁବକ ଘର ଭିତରେ ଲୁଗାରେ ରଶି ଲଗାଇ ଆତ୍ମହତ୍ୟା କରିଛି। ଆତ୍ମହତ୍ୟାର କାରଣ ଅଷ୍ପଷ୍ଟ ରହିଛି। ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମାଲା ୧୧/୨୦ ରୁଜୁକରି ଶବବ୍ୟବଛେଦ କରିବା ସହିତ ଥାନାଧିକାରୀ ସସ୍ମିତା ସାହୁଙ୍କ ନିର୍ଦେଶରେ ତଦନ୍ତାଧିକାରୀ ଏଏସ୍‌ଆଇ ପ୍ରଭାସ ବେଉରା ଆତ୍ମହତ୍ୟାର ସମସ୍ତ ଦିଗ ପ୍ରତି ଅନୁଧ୍ୟାନ କରୁଛନ୍ତି।ଆତ୍ମହତ୍ୟା କରିଥିବା ଯୁବକ ବେଙ୍ଗା ଆଦିବାସୀସାହିର ବଟକୃଷ୍ଣ ମୁଣ୍ଡାଙ୍କ ପୁଅ ବନମାଳୀ ମୁଣ୍ଡା(୨୫) ବୋଲି ପୁଲିସ ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.