Home ଓଡ଼ିଶା ବିଶ୍ୱ ମିତବ୍ୟୟ ଦିବସ ପାଳନ ଅବସରେ ସଚଂୟ ଜନ ସଚେତନତା ରଥ ଉଦଘାଟିତ

ବିଶ୍ୱ ମିତବ୍ୟୟ ଦିବସ ପାଳନ ଅବସରେ ସଚଂୟ ଜନ ସଚେତନତା ରଥ ଉଦଘାଟିତ

51

ମାଲକାନଗିରି,୩୦ା୧୦(ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ୱ ମିତବ୍ୟୟ ଦିବସ ପାଳିତ ହୋଇ ଯାଇଛି ,ଏହି ଅବସରେ ସଚଂୟ ନାମକ ଜନସଚେତନତା ରଥ କୁ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ସବୁଜ ପତକା ଦେଖାଇ ଉଦଘାଟ କରିଛନ୍ତି । ଏଅହି ଅବସରେ ଜିଲ୍ଲା ଶିକ୍ଷାଅଧିକାରୀ ମାନସ କୁମାର ଜେନା,ଡେପୁଟି କଲେକ୍ଟର ,ଜିଲ୍ଲା ମିତବ୍ୟୟତା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରଥ ବ୍ଲକ, ପଚାଂୟତ ସହିତ ବିଭିନ୍ନ ଗ୍ରାମାଚଂଳକୁ ଭ୍ରମଣ କରି ଲୋକମାନଙ୍କୁ ମିତବ୍ୟୟତା,ି ଅଧିକ ସଂଚୟ କରି ଜମା ଖାତା ଖୋଲିବା,ଅଯଥା ଖର୍ଚ ନକରି ନିଜର ସଂଚୟ ରାଶିକୁ ବୃଦ୍ଧିକରିହେବ ସେନେଇ ଜନସଚେତନତା ର ବର୍ତା ଦେବା ଆରମ୍ଭ କରିଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.